Browsing Tag

jyoti

ଅପରାଧି ଅପରାଧ ଛାଡ଼, ନହେଲେ କଟକ ଛାଡ଼: ପିନାକ୍ ମିଶ୍ର

କଟକ: କଟକର ନୂଆ ଡିସିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ପିନାକ୍ ମିଶ୍ର । କଟକ ଭଳି ପୁରୁଣା, ଐତିହ୍ୟ ସଂସ୍କୃତି ସମ୍ପର୍ଣ୍ଣ ସହରରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ଭାଳିବା ପାଇଁ ପିନାକଙ୍କୁ ଏହି ଗୁରୁ ଦାୟିତ୍ୱ ଦିଆଯାଇଛି । ତେବେ ଦାୟିତ୍ୱ ଗ୍ରହଣ କରିବା ପରେ ସିଲଭର ସିଟିରେ ଅପରାଧ, ସାଇବର…
Read More...

୧୩ ବର୍ଷର ସଙ୍ଘର୍ଷ ପରେ ନ୍ୟାୟ ପାଇଲେ ପ୍ରମୋଦିନୀ: ଦୋଷୀଙ୍କୁ ମିଳିଲା ୧୪ ବର୍ଷ ଜେଲ ଦଣ୍ଡ

ଜଗତସିଂହପୁର: ବହୁ ଚର୍ଚ୍ଚିତ ପ୍ରମୋଦିନୀ ରାଉଳଙ୍କୁ ଏସିଡ୍ ମାଡ଼ ଘଟଣାରେ ଆସିଛି ଗୁରୁତ୍ୱପୂର୍ଣ୍ଣ ରାୟ । ୧୩ ବର୍ଷ ପରେ ଏସିଡ୍ ଆଟାକ୍ କରିଥିବା ୨ ଦୋଷୀଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଜଗତସିଂହପୁର ଏଏସଜେ କୋର୍ଟ । ଜେଲ ଦଣ୍ଡାଦେଶ ସହ ଉଭୟଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଜରିମାନା…
Read More...

ରାଜଧାନୀରେ କୋକେନ୍ ବିକ୍ରି: ୪ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ

ଭୁବନେଶ୍ୱର: ରାଜଧାନୀରୁ ପ୍ରଥମ ଥର ପାଇଁ କୋକେନ୍ ମିଳିବା ଘଟଣାରେ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡ । କୋକେନ୍ ବିକ୍ରି ଯୋଜନା କରି ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ରବି କୁମାର-ଶନି କୁମାରକୁ ରିମାଣ୍ଡରେ ନେଲା ଏସଟିଏଫ୍ । ଘଟଣାରେ ଗିରଫ ହୋଇଥିବା ସନି ଓ ରବିଙ୍କୁ ୪ ଦିନିଆ ରିମାଣ୍ଡରେ ଆଣି…
Read More...

ମିଶନ ଇମ୍ପସିବୁଲ୍ ହେଲା ପସିବଲ୍: ATM ଲୁଟ ଘଟଣାରେ ୨ ଅଭିଯୁକ୍ତଙ୍କୁ କାବୁ କଲା କମିଶନରେଟ୍‌ ପୋଲିସ୍‌

ଭୁବନେଶ୍ୱର: ଏଟିଏମ ଲୁଟ ଘଟଣାର ପର୍ଦ୍ଦାଫାଶ । ଘଟଣାରେ ମିଳିଲା ବାଂଲାଦେଶ ଲିଙ୍କ। ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକରୁ ATM ତାଡ଼ି ନେଇ ୨୦ ଲକ୍ଷ ଲୁଟ୍ ମାମଲାର ପର୍ଦ୍ଦାଫାସ୍ କରିଛି କମିଶନରେଟ ପୋଲିସ। ଘଟଣାରେ ୨ ଏଟିଏମ୍ ଲୁଟେରାଙ୍କୁ ଗିରଫ କରିଛି ପୋଲିସ। ଗିରଫ ୨ ଅଭିଯୁକ୍ତଙ୍କ…
Read More...

ଘଣ୍ଟେଶ୍ୱରରେ ଚାନ୍ଦବାଲି ପ୍ରସିଦ୍ଧ ‘ପାଟଣ ମଙ୍ଗଳା’ ଯାତ୍ରା

ଚାନ୍ଦବାଲି(ହୃଷିକେଶ ପଣ୍ଡା): ଭଦ୍ରକ ଜିଲ୍ଲାର ଚାନ୍ଦବାଲି ସ୍ଥିତ ଘଣ୍ଟେଶ୍ୱରର ପାଟଣ ମଙ୍ଗଳା ଯାତ୍ରା ଆଜି ପଣା ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଯାଇଛି | ଦୀର୍ଘ ପାଞ୍ଚ ଦିନ ପର୍ଯ୍ୟନ୍ତ ଏହି ପର୍ବ ଖୁବ ଆନନ୍ଦର ସହ ପାଳିତ ହେବ | ଏହି ଯାତ୍ରାରେ ଯାତ୍ରୀଙ୍କ ସମାଗମ କହିଲେ ନସରେ ଆଜିର ପ୍ରଥମ…
Read More...

ପାକିସ୍ତାନରୁ ମୋଦୀଙ୍କୁ ସାହାଯ୍ୟ ମାଗିଲେ ଗଣ ବଳତ୍କାର ପୀଡିତା

ନୂଆଦିଲ୍ଲୀ: ମୁଁ ଜଣେ ଗଣ ବଳତ୍କାର ପୀଡିତା ... ମୁଁ ଦୀର୍ଘ ୭ ବର୍ଷ ଧରି ନ୍ୟାୟ ପାଇଁ ସଂଗ୍ରାମ କରୁଛି, କିନ୍ତୁ କେହି ମୋ କଥା ଶୁଣୁ ନାହାନ୍ତି । ଇଏ ଥିଲା ଜଣେ ଗଣ ଦୁଷ୍କର୍ମ ପୀଡିତାର ଆନ୍ତରିକ ନିବେଦନ । ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀରରେ ଜଣେ ମହିଳାଙ୍କ ସହ ଗଣ ଦୁଷ୍କର୍ମ ପରେ…
Read More...

ସବୁଠି ବଢିଛି କେଜିଏଫ୍ କ୍ରେଜ୍, ଫିଲ୍ମ ଦେଖିବାକୁ ରାତି ୨ରୁ ଲମ୍ବା ଲାଇନ୍

ଭୁବନେଶ୍ୱର:  ଏବେ ସିନେ ପ୍ରେମୀଙ୍କ ମୁହଁରେ ଖାଲି ଗୋଟିଏ ନାଁ, ଗୋଟିଏ ଚର୍ଚ୍ଚା କେଜିଏଫ୍-୨ । ସବୁଠି ବଢିଛି କେଜିଏଫ୍ କ୍ରେଜ୍ । ରିଲିଜ୍ ହୋଇଛି ବହୁ ପ୍ରତିକ୍ଷୀତ ଆକ୍ସନ ଫିଲ୍ମ କେଜିଏଫ୍-୨ ।ଯାହା ସିନେ ପ୍ରେମୀଙ୍କ ଧଢକନ୍ ବଢାଇ ଦେଇଛି । ଏହା ହେଉଛି ୨୦୧୮ର ଆକ୍ସନ ଫିଲ୍ମ କେଜିଏଫର…
Read More...

ନୟାଗଡ଼ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ: ନୀଳମାଧବ ମନ୍ଦିରର ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା

ନୟାଗଡ଼: 5T ସଚିବ ଭି.କେ ପାଣ୍ଡିଆନଙ୍କ ନୟାଗଡ଼ ଗସ୍ତ । ନୟାଗଡ଼ର ପ୍ରସିଦ୍ଧ ନୀଳମାଧବ ମନ୍ଦିରରେ ନୀଳମାଧବଙ୍କୁ ଦର୍ଶନ କରିବା ସହିତ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହା ବ୍ୟତୀତ କଣ୍ଟିଲୋ ନୀଳମାଧଵ ପୀଠର କିଭଳି ଉନ୍ନତି କରଣ ହୋଇପାରିବ, ସେ ବିଷୟରେ ମଧ୍ୟ ଆଲୋଚନା…
Read More...

ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ: ଏଡିଜି ଆର୍‌.ପି.କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ୱ

ଭୁବନେଶ୍ୱର: ବଦଳିଛନ୍ତି ଗୁଇନ୍ଦା ନିର୍ଦ୍ଦେଶକ । ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ଆଇପିଏସ ଲଳିତ ଦାସଙ୍କ ବଦଳି ।ରାଜ୍ୟ ସରକାର ଗୁଇନ୍ଦା ନିର୍ଦ୍ଦେଶକଙ୍କୁ ସୋମବାର ବଦଳାଇ ଦେଇଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସଙ୍କୁ ଗୃହ ବିଭାଗର ଓଏସ୍‌ଡି ଦାୟିତ୍ୱ ଦିଆଯାଇଛି। ତାଙ୍କ ସ୍ଥାନରେ ଏଡିଜି…
Read More...

ଅଗ୍ନି ସୁରୂପିଣି ମା’ ହିଙ୍ଗୁଳାଙ୍କ ଯନ୍ତଳା ପର୍ବ ଧୁମଧାମରେ ପାଳିତ

ଅନୁଗୁଳ(ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲା ତାଳଚେରର ଅଧୃଷ୍ଠାତ୍ରୀ ଦେବୀ ତଥା ଅଗ୍ନି ସ୍ୱରୂପା ମା' ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯନ୍ତଳା ପର୍ବ ଯଥା ରୀତି ନୀତି ପାଳିତ ହୋଇଯାଇଛି । ଏହି ଉତ୍ସବ ପାଳନ ଅବସରରେ ଦେହୁରୀଙ୍କ ଘରୁ ମା' ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ କୁଟେଇଶୁଣି ମଣ୍ଡପକୁ…
Read More...