ଓଡ଼ିଶା ହାଇକୋର୍ଟର ବିଚାରପତି ହେବେ ଜଷ୍ଟିସ ଶୁଭାଶିଷ
କଟକ : ସୁପ୍ରିମକୋର୍ଟ କଲେଜିୟମ ଦେଶର ୬ଟି ହାଇକୋର୍ଟର ବିଚାରପତିଙ୍କ ଅଦଳବଦଳ କରିବାକୁ ସୁପାରିଶ କରିଛନ୍ତି । ଏହି କ୍ରମରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଚିତ୍ତ ରଞ୍ଜନ ଦାଶଙ୍କୁ କଲିକତା ହାଇକୋର୍ଟକୁ ବଦଳି କରାଯାଇଛି । ସେହିପରି ତ୍ରିପୁରା ହାଇକୋର୍ଟର ବିଚାରପତି ଜଷ୍ଟିସ ଶୁଭାଶିଷ…
Read More...
Read More...