Browsing Tag

journalist

ସାମ୍ବାଦିକମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଯୋଡିବାକୁ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ଭୁବନେଶ୍ଵର:ଦେଶର ସ୍ଵୀକୃତିପ୍ରାପ୍ତ ତଥା ଅଣ ସ୍ଵୀକୃତିପ୍ରାପ୍ତ ସାମ୍ବାଦିକ ମାନଙ୍କୁ ଆୟୁଷ୍ମାନ ଯୋଜନା ସହିତ ଯୋଡିବା ପାଇଁ ଜର୍ଣ୍ଣାଲିଷ୍ଟ କାଉନସିଲ୍ ଅଫ୍ ଇଣ୍ଡିଆର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶାଦାବ ଆବଦୀ ଆଜି କେନ୍ଦ୍ର ମନ୍ତ୍ରୀ ମୁଖତାର୍ ଅବାସ ନକଭିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।…
Read More...

ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ ଘଟଣା, ୧୩ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା:ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିଲା । ମୃତ ସାମ୍ବାଦିକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି । ମୃତ ସାମ୍ବାଦିକଙ୍କ ପରିବାର ଲାଗି ୧୩ଲକ୍ଷର ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ…
Read More...

ବିଦ୍ୟୁତଲତା ମହାନ୍ତି “ଜର୍ଣ୍ଣାଲିଷ୍ଟ କାଉଁନସିଲ ଅଫ ଇଣ୍ଡିଆ” ଓଡିଶା ରାଜ୍ୟ ଶାଖା ସଂଯୋଜକ ଭାବେ ମନୋନୀତ

ଭୁବନେଶ୍ୱର :"ଜର୍ଣ୍ଣାଲିଷ୍ଟ କାଉଁନସିଲ ଅଫ ଇଣ୍ଡିଆ " ସଂସ୍ଥା ଅସୁବିଧାର ସମ୍ମୁଖୀନ ହେଉଥିବା ସାମ୍ବାଦିକ ମାନଙ୍କର ସମ୍ମାନ, ସୁରକ୍ଷା ଓ ଅଧିକାର କୁ ନେଇ ଆଜିକୁ ଦୁଇ ବର୍ଷ ହେଲା ଏହି ସଂସ୍ଥା ସୁପ୍ରିମକୋର୍ଟଙ୍କ ଦ୍ୱାରା ମାନ୍ୟତା ପାଇଅଛି। ଏହି ସଂସ୍ଥା ସାମ୍ବାଦିକ ବନ୍ଧୁ ମାନଙ୍କୁ ସବୁ…
Read More...

ପୁଣି ଗିରଫ ହେଲେ ଦୁଇ ୱେବ ସାମ୍ବାଦିକ

ଭୁବନେଶ୍ୱର: କିଛି ଦିନ ହେବ ୱେବ ମିଡିଆ ଏବଂ ୱେବ ସାମ୍ବାଦିକଙ୍କ ଉପରେ ରହିଛି ପୋଲିସର ତୀକ୍ଷ୍ଣ ନଜର । ଗୋଟିଏ ପରେ ଗୋଟିଏ ନକଲି ତଥା ସ୍ୱାର୍ଥବାଦୀ ସାମ୍ବାଦିକଙ୍କୁ ପୋଲିସ ଗିରଫ କରୁଛି । ଆଜି ମଧ୍ୟ ପୋଲିସ ଜାଲରେ ଫସିଛନ୍ତି ଗୋଟିଏ ୱେବ ଚ୍ୟାନେଲର ଦୁଇ ଜଣ ସାମ୍ବାଦିକ । ବିଭିନ୍ନ…
Read More...

ଦୁଃସାହସିକ ସାମ୍ବାଦିକତାର ଅନ୍ୟନାମ ଥିଲେ ଅରିନ୍ଦମ

ଭୁବନେଶ୍ୱର: ମୃତ୍ୟୁ, କାହାକୁ କେତେବେଳେ କେମିତି ଆସିବ ତାହା କେହି ଭବିଷ୍ୟବାଣୀ କରି ପାରିବ ନାହିଁ । ନୋହିଲେ ଯେଉଁ କାର୍ଯ୍ୟରେ ସିଦ୍ଧହସ୍ତ ଥିଲେ ଅରିନ୍ଦମ ତାହା ହିଁ ତାଙ୍କୁ କାଳପ୍ରାପ୍ତିର କାରଣ ହୋଇଛି । ଆଜି ମୁଣ୍ଡଳି ବ୍ୟାରେଜରେ ଫସି ରହିଥିବା ହାତୀ ଉଦ୍ଧାର ପାଇଁ ଓଡ୍ରାଫ ଟିମ…
Read More...

ମୁଁ ମାଲିକଙ୍କ ଭାଇ, ଟଙ୍କା ପଠାଅ କାମ ହେଇଯିବ !

(ରିପୋଟର୍ସ ଟୁଡେ): ମୁଁ ବିକି କହୁଛି । ଥାନାରେ ଥିବା ତମ କାମ ହେଇଯିବ । ମୁଁ ଆଇଆଇସିଙ୍କ ସହ ସେଣ୍ଟିଂ କରିଛି । ଏଥିପାଇଁ ଦୁଇ ଲକ୍ଷ ଟଙ୍କା ଲାଗିବ । ତମେ ଜମା ଟେନସନ ନିଅନି । ଟଙ୍କା ପଠାଅ । ମୁଁ ଯାଜପୁର ଯାଉଛି ଭାଇକୁ କହି ଦେବି । ସେ ବୁଝିଦବ । ନିଜକୁ ଯାଜପୁରର ଜଣେ ଯୁବ ନେତାଙ୍କ ସାନ…
Read More...

ରାଜ୍ୟରେ ଆଉ ୨ ଆକ୍ରାନ୍ତ ଚିହ୍ନଟ ,ଭୁବନେଶ୍ୱରରୁ ୨ ସୁସ୍ଥ ହେଲେ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଆଉ ଦୁଇ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ୱରରୁ ଦୁଇ ଜଣ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୁଚନାନୁଯାୟୀ, ଆଜି ରାଜ୍ୟରେ ଦୁଇ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ଘର…
Read More...

ସୁରକ୍ଷା ଦାବିରେ ସାମ୍ବାଦିକଙ୍କ ଧାରଣା

(ରିପୋର୍ଟସ ଟୁଡେ) : ବିଭିନ୍ନ ସ୍ଥାନରେ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଉଛି । ତେଣୁ ସାମ୍ବାଦିକମାନଙ୍କ ପାଇଁ ସୁରକ୍ଷା ଆଇନ ଆଣିବା ଦାବିରେ ଆଜି ଭୁବନେଶ୍ୱର ଲୋୟର ପିଏମଜିରେ ସାମ୍ବାଦିକମାନେ ଏକାଠି ହୋଇଛନ୍ତି । ଗାନ୍ଧୀ ଜୟନ୍ତୀ ଅବସରରେ ସାମ୍ବାଦିକାମାନେ ଶାନ୍ତିପୂର୍ଣ୍ଣ ଧାରଣା…
Read More...

ବରିଷ୍ଠ ସାମ୍ବାଦିକ କୁଲଦୀପ ନାୟାରଙ୍କ ଦେହାନ୍ତ

( ନୂଆଦିଲ୍ଲୀ): ବରିଷ୍ଠ ସାମ୍ବାଦିକ କୁଲଦୀପ ନାୟାରଙ୍କ ବିୟୋଗ । ଗତକାଲି ରାତିରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳେକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ଗତ ୩ ଦିନ ଧରି ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଆଜି ଅପରାହ୍ନ ୧ଟାରେ ଲୋଧି…
Read More...