ଆରମ୍ଭ ହେଲା ଯୋରନ୍ଦା ମହିମା ମେଳା, ୭ ଫେବୃଆରୀ ଯାଏଁ ହେବ ଲକ୍ଷାଧିକ ଭକ୍ତଙ୍କ ସମାଗମ
ଢେଙ୍କାନାଳ: ମହିମା ଧର୍ମୀଙ୍କ ପ୍ରମୁଖ ଧର୍ମସ୍ଥଳୀ ଯୋରନ୍ଦା ପୀଠରେ ଆଜିଠାରୁ ପ୍ରସିଦ୍ଧ ମହିମା ମେଳା ଆରମ୍ଭ ହୋଇଛି, ଯାହା ୭ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଆଜି ଓ ଆସନ୍ତାକାଲି—ଏହି ଦୁଇ ଦିନ ମହିମା ଧର୍ମର ସାଧୁ-ସନ୍ଥ ଓ ଭକ୍ତମାନଙ୍କ ପାଇଁ ବିଶେଷ ଗୁରୁତ୍ୱ ବହନ କରେ। ମାଘ ଚତୁର୍ଦ୍ଦଶୀ…
Read More...
Read More...