ବିଜେପି ଛାଡି କଂଗ୍ରେସରେ ମିଶିଲେ ବିଜେପି ନେତ୍ରୀ ସୋନାଲି ସାହୁ
ଭୁବନେଶ୍ୱର: ପଦ୍ମ ଛାଡି ହାତ ଧରିଲେ ବିଜେପି ନେତ୍ରୀ ସୋନାଲି ସାହୁ |ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତରେ କଂଗ୍ରେସରେ ସାମିଲ ହେଲେ ସୋନାଲି ସାହୁ | କଂଗ୍ରେସରେ ଥିଲେ ବିଜେପିକୁ ଯାଇଥିଲେ ପୁଣି ସୋନାଲି କଂଗ୍ରେସକୁ ଆସିଛନ୍ତି ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ପିସିସି ସଭାପତି…
Read More...
Read More...