Browsing Tag

Jharsuguda bye election

ଦୀପାଳି ଭରିବେ ନାମାଙ୍କନ, ଶକ୍ତି ପଦର୍ଶନ କରିବ ବିଜେଡି

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିବେ ଦୀପାଳି ଦାସ । ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଆସନ ଖାଲି ପଡ଼ିଛି । ଆଉ ସେହି ଆସନରୁ ନବ ଦାସଙ୍କ ଝିଅ ଦୀପାଳିଙ୍କୁ…
Read More...

ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନେବେ ଦଳୀୟ ଟିକେଟ୍

ଭୁବନେଶ୍ୱର: ଦଳୀୟ ଟିକେଟ ନେବେ ଦୀପାଳି | ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନେବେ ଟିକେଟ୍। ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଦଳୀୟ ଟିକେଟ ନେବେ ଦୀପାଳି। ଏଣୁ ନିବୀନ ନିବାସରେ ପହଂଚି ସାରିଛନ୍ତି ସେ | ଆସନ୍ତା ୧୮…
Read More...

ଝାରସୁଗୁଡ଼ାରେ ପ୍ରକାଶ ପାଇଲା ବିଜ୍ଞପ୍ତି,ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଭୋଟ୍

ଝାରସୁଗୁଡ଼ା:ଝାରସୁଗୁଡ଼ାରେ ପ୍ରକାଶ ପାଇଲା ବିଜ୍ଞପ୍ତି । ପୂର୍ବତମ ବିଧାୟକ ନବ ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡାରେ ପୁଣି ଊପନିର୍ବାଚନ କରାଯିବ । ପୂର୍ବରୁ ପ୍ରାର୍ଥୀଙ୍କ ନାମାଙ୍କ ଘେସଣା କରାଯାଇଥିଲା ବିଜେଡିରୁ ଦୀପାଳି ଦାସ, ବିଜେପିରୁ ଟଙ୍କଧର ତ୍ରୀପାଠି, କଂଗ୍ରେସରୁ ତରୁଣ ପାଣ୍ଡେ…
Read More...

ମେ ୧୦ରେ ହେବ ଝାରସୁଗୁଡାରେ ଉପନିର୍ବାଚନ: ୧୩ରେ ଫଳାଫଳ ପ୍ରକାଶ

ଭୁବନେଶ୍ୱର : ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା । ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ହେବ ଉପ-ନିର୍ବାଚନ । ଏନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ମେ’୧୦ରେ ନିର୍ବାଚନ ହେବାକୁ ଥିବା ବେଳେ ମେ’ ୧୩ରେ ଫଳାଫଳ ପ୍ରକାଶ ପାଇବ । ସ୍ୱାସ୍ଥ୍ୟମନ୍ତ୍ରୀ ନବ…
Read More...