ଝାରପଡା ଜେଲରେ କର୍ତ୍ତୃପକ୍ଷଙ୍କ ବଡ଼ ବିଭ୍ରାଟ : ଜଣଙ୍କୁ ଜାମିନ, ମୁକୁଳିଲେ ଅନ୍ୟ ଜଣେ
ଝାରପଡା : ଝାରପଡା ଜେଲରେ କର୍ତ୍ତୃପକ୍ଷଙ୍କ ବଡ଼ ବିଭ୍ରାଟ | ଜଣଙ୍କୁ ଜାମିନ, ମୁକୁଳିଲେ ଅନ୍ୟ ଜଣେ | ଠକେଇ ଅଭିଯୁକ୍ତଙ୍କ ବଦଳରେ ବଳାତ୍କାର ଅଭିଯୁକ୍ତଙ୍କୁ ଛାଡି ଦେଲେ | ମାମଲାର ତଦନ୍ତ ନିର୍ଦେଶ ଦେଲା ଜେଲ ବିଭାଗ | ଜେଲ ଡିଆଇଜି ଗରିବ ସାହୁଙ୍କୁ ତଦନ୍ତ କରି ଜେଲ ଡିଜିଙ୍କୁ ରିପୋର୍ଟ…
Read More...
Read More...