ବିମାନ କ୍ୟାବିନରେ ଧୁଆଁ
ବ୍ୟୁରୋ:ଗୋଆରୁ ଆସୁଥିବା ଏକ ସ୍ପାଇସଜେଟ୍ ବିମାନକୁ ଜରୁରୀ ଅବତରଣ କରାଯାଇଛି । ଏହି ବିମାନକୁ ହାଇଦ୍ରାବାଦ ବିମାନବନ୍ଦରରେ ଅବତରଣ କରାଯାଇଛି । ବିମାନର କ୍ୟାବିନରେ ଧୂଆଁ ଦେଖାଯିବା ପରେ ବୁଧବାର ବିଳମ୍ବିତ ରାତିରେ ଜରୁରୀ ଅବତରଣ କରାଯାଇଛି । ଅବତରଣ ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ…
Read More...
Read More...