ଜେଇଇରେ ଓଡିଶା ଟପ୍ପର ଦିବ୍ୟାଂଶୁ ମଲଲୁ
ଭୁବନେଶ୍ୱର:ଆଜି ପ୍ରକାଶ ପାଇଛି ଜୁନ୍ ୨୩ରୁ ୨୯ ପର୍ୟ୍ୟନ୍ତ ହୋଇଥିବା ଜେଇଇ ସେସନ୍-୧ ରେଜଲ୍ଟ । କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ର ଦିବ୍ୟାଂଶୁ ମଲ୍ଲୁ ଓଡ଼ିଶା ଟପ୍ପର ହୋଇଛନ୍ତି । ୯୯.୯୮ ପ୍ରତିଶତ ମାର୍କ ରଖି ଓଡ଼ିଶାରେ ଟପ୍ପର ହେବା ସହ ସର୍ବଭାରତୀୟ ସ୍ତରରେ ୫ମ ସ୍ଥାନରେ ରହିଛନ୍ତି…
Read More...
Read More...