ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଘର ଉପରେ ଆକ୍ରମଣ
ନୂଆଦିଲ୍ଲୀ: ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଘର ଉପରେ ଆକ୍ରମଣ । ଭାନ୍ସଙ୍କ ଘରର ଝରକା କ୍ଷତିଗ୍ରସ୍ତ ହୋଇଛି । ସିନସିନ୍ନାଟି ସ୍ଥିତ ଘର ଉପରେ ଆକ୍ରମଣ । ଆକ୍ରମଣ ବେଳେ ଘରେ ଭାନ୍ସ ଅନୁପସ୍ଥିତ ଥିଲେ । ଜଣେ ସନ୍ଦିଗ୍ଧକୁ ସ୍ଥାନୀୟ ପୋଲିସ ଅଟକ ରଖିଛି । ସେପଟେ ଭେନେଜୁଏଲାରେ…
Read More...
Read More...