ଗ୍ରାହକ ସେବା କେନ୍ଦ୍ର ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ କରିଥିବା ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ଜୟପାଟଣା/ ଅରୁଣ କୁମାର ସାହୁ: ଗ୍ରାହକ ସେବାକେନ୍ଦ୍ର କରି ଲକ୍ଷ୍ୟାଧିକ ଟଙ୍କା ନେଇ ଚମ୍ପଟ ମାରିଥିବା ଆସାମୀଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ । ଆମ ରିପୋର୍ଟ୍ ଟୁଡେର ନିୟୁଜ ପ୍ରସାରଣ ପରେ ଜୟପାଟଣା ପୋଲିସ ତତ୍ପରତା ଦେଖାଇଛି । ଗତମାସ ୨୮ ତାରିଖ ଦିନ ଗ୍ରାହକ ସେବାକେନ୍ଦ୍ର କରି ଗାଁ…
Read More...
Read More...