ଜୟପାଟଣା ମଣ୍ଡିରେ ପ୍ରଥମ ଦିନରେ ୨ଚାଷୀଙ୍କ ଠାରୁ ୧୭୮ କ୍ୱିଣ୍ଟାଲ ଧାନ କ୍ରୟ
କଳାହାଣ୍ଡି: ଜିଲ୍ଲାରେ ରବି ଋତୁ ଧାନ ସଂଗ୍ରହ ପାଇଁ ଗତ ଶୁକ୍ରବାର ଜୟପାଟଣା ବ୍ଲକ ଓ କଲମପୁର ବ୍ଲକରେ ମଣ୍ଡି ଆରମ୍ଭ ହୋଇଛି। ତେବେ ଆଜି ରଣମାଲ ପେକ୍ସ ଅରେବେଡା ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଛି । ୨ ଜଣ ଚାଷୀଙ୍କ ୧୭୮ କ୍ୱିଣ୍ଟାଲ ୨୬ କେଜି ଧାନ ପ୍ରଶାସନ ଓ ଯୋଗାଣ ବିଭାଗ ଦ୍ଵାରା କ୍ରୟ…
Read More...
Read More...