Browsing Tag

Jayanta Sethi

ବନ୍ୟା ସ୍ଥିତିର ସମୀକ୍ଷା କଲେ ବିଧାୟକ

ପିପିଲି: ଲଘୁଚାପ ଜନିତ ବର୍ଷା କାରଣରୁ ସଂପ୍ରତି ସାରା ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ପିପିଲିର ଦୟା ନଦୀରେ ଜଳସ୍ତର ବୃଦ୍ଧି ହୋଇଛି। ଫଳରେ ଭାରତୀପୁର ଓ କାଜୁରୁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏକର ଏକର ଚାଷଜମି ଜଳମଗ୍ନ ହୋଇଯାଇଛି। ଏଥିପାଇଁ ଲୋକେ…
Read More...

ବାଲୁକା କଳାରେ ଭାରତ ବିକାଶର ଚିତ୍ର

ପୁରୀ: ସଂପ୍ରତି ୭୬ ତମ ସ୍ୱାଧୀନତା ଦିବସକୁ ନେଇ ଦେଶରେ ଉତ୍ସବମୁଖର ମାହୋଲ ସୃଷ୍ଟି ହୋଇଛି। ଲାଲକିଲ୍ଲାରୁ ଆରମ୍ଭ କରି ଦେଶର କୋଣ ଅନୁକୋଣରେ ସ୍ୱାଧୀନତା ଦିବସ ପାଳନ ହେଉଛି। ଏହି ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ୭୬ ତମ ସ୍ୱାଧୀନତା ଦିବସ ଅବସରରେ ଏକ ବାଲୁକା କଳା ନିର୍ମାଣ…
Read More...