ଉତ୍କଳ ବିଶ୍ଵବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ସହିଦ୍ ବୀର ଜୱାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ
ଭୁବନେଶ୍ୱର : ସହିଦଙ୍କୁ ଶ୍ରଦ୍ଧାଞ୍ଜଳି | ଗୁରୁବାର ଜାମ୍ମୁ କାଶ୍ମୀରର ପୁଞ୍ଚରେ ଜବାନଙ୍କ ଗାଡି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଛନ୍ତି ପାଞ୍ଚ ଯବାନ | ପୁରା ଦେଶରେ ଖେଳିଯାଇଛି ଶୋକର ଛାୟା | ଏହି ଦୁଃଖଦ ଅବସରରେ ଆଜି ଉତ୍କଳ ବିଶ୍ଵବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ତରଫରୁ…
Read More...
Read More...