ଭାରତରେ ବିଶ୍ୱକପ୍ ଖେଳ ନହେଲେ ବାହାର ରାସ୍ତା ଦେଖ ।
ଭାରତ ଓ ବାଂଲାଦେଶ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଓଉଉ ର ବଡ ନିଷ୍ପତ୍ତି । ସିଧା ସିଧା ଶୁଣାଇଦେଲେ ଜୟ ଶାହ କହିଲେ ଭାରତରେ ବିଶ୍ୱକପ୍ ଖେଳ, ନଚେତ୍ ବାହାର ରାସ୍ତା ଦେଖ। ଏନେଇ ଆସନ୍ତା ୨୧ ତାରିଖ ସୁଦ୍ଧା ନିଷ୍ପତ୍ତି ଜଣାଇବାକୁ ବିସିବି ନିର୍ଦ୍ଦେଶ ହୋଇଛି । ଏହାସହ ଡେଡ୍ ଲାଇନ୍…
Read More...
Read More...