ଉଠିଲା ହାସ୍ୟ ଅଭିନେତା ଦୟାନିଧିଙ୍କ ଉପରୁ ବ୍ୟାନ
ଭୁବନେଶ୍ୱର: ଯାତ୍ରା ଜଗତରେ ଗୋଟେ ପରେ ଗୋଟେ ବିବାଦ ବଢ଼ି ଚାଲିଥିବା ବେଳେ ବଳି ପଡ଼ୁଛନ୍ତି ଜଣଙ୍କ ପରେ ଜଣେ କଳାକାର । ଯାତ୍ରା ଜଗତର ଆଭ୍ୟନ୍ତରୀଣ ବିବାଦ କାହାର ଦାନା ଛଡାଉଛି ତ ପୁଣି କେଉଁ କଳାକାରଙ୍କୁ ଯାତ୍ରା ଛାଡ଼ିବାକୁ ବାଧ୍ୟ କରୁଛି । ନିଜ ନିଜର ଜିଦ୍ରେ ଅଟଳ ମାଲିକ ଏବଂ ଯାତ୍ରା…
Read More...
Read More...