Browsing Tag

Jarmany

ଭାରତ ପବନ ଏବଂ ସୌର ଶକ୍ତିରୁ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ବିଶ୍ୱର ତୃତୀୟ ସର୍ବବୃହତ ଦେଶ

ବ୍ୟୁରୋ-: ମଙ୍ଗଳବାର ପ୍ରକାଶିତ ଏକ ନୂତନ ରିପୋର୍ଟ ଅନୁଯାୟୀ, ଭାରତ ୨୦୨୪ ମସିହାରେ ପବନ ଏବଂ ସୌର ଶକ୍ତିରୁ ବିଶ୍ୱର ତୃତୀୟ ସର୍ବବୃହତ ବିଦ୍ୟୁତ ଉତ୍ପାଦନକାରୀ ଦେଶ ପାଲଟିଛି, ଯାହା ଫଳରେ ଭାରତ ଜର୍ମାନୀକୁ ପଛରେ ପକାଇ ଦେଇଛି । ବିଶ୍ୱ ଶକ୍ତି ଥିଙ୍କ ଟ୍ୟାଙ୍କ ଏମ୍ବରର ଗ୍ଲୋବାଲ୍…
Read More...

ବିଶ୍ୱର ସର୍ବୋଚ୍ଚ କୃତ୍ରିମ ଲୁଣର ପାହାଡ, ୧୦୦ ହେକ୍ଟର ଜମିରେ ପରିବ୍ୟାପ୍ତ, ଉଚ୍ଚତା ୧୯୦୦ ଫୁଟ୍, ମହାକାଶରୁ ବି ଦେଖା…

ବ୍ୟୁରୋ : ଧଳା ଫରଫର ଏହି ପାହାଡ ମାର୍ବଲ କିମ୍ବା କୌଣସି ପଥରର ପାହାଡ ନୁହେଁ । ଏହା ହେଉଛି ଲୁଣର ପାହାଡ । ତାହା ପୁଣି ପ୍ରାକୃତିକ ନୁହେଁ, ସଂପୂର୍ଣ୍ଣ କୃତ୍ରିମ ବା ମନୁଷ୍ୟକୃତ । ମଣିଷ ଏତେ ପରିମାଣର ଲୁଣ ଗଦାଇ ଏକ ପବର୍ତ ତିଆରି କରି ଦେଇଛି । ଏହି କୃତ୍ରିମ ଲୁଣ ବା ଲବଣ ପାହାଡ ଅଛି…
Read More...