ଘାଇକୁ ଖସିଲା ସିଆରପିଏଫ ଯବାନଙ୍କ ଗାଡି; ୨ ଯବାନ ସହିଦ
ଜମ୍ମୁ;ବସନ୍ତଗଡରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ସିଆରପିଏଫ ଯବାନଙ୍କ ଗାଡି ଗଭୀର ଘାଇକୁ ଖସିପଡିଛି । ଜମ୍ମୁ କାଶ୍ମୀରର ଉଦ୍ଧମପୁର ଜିଲ୍ଲା କଣ୍ଡୱା ଅଞ୍ଚଳରେ ଘଟିଛି ଏଭଳି ଦୁଃଖଦ ଘଟଣା । ଏହି ଦୁର୍ଘଟଣାରେ ୨ଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର ଦଳ ଉପସ୍ଥିତ…
Read More...
Read More...