ଲୁଚି ଲୁଚି କରୁଥିଲେ ଅନୁପ୍ରବେଶ, ଗୋଟି ଗୋଟି କରି ମାରିଲେ ଭାରତୀୟ ଯବାନ…
ପୁଣି ପାକିସ୍ତାନ ଆତଙ୍କବାଦୀ ଯୋଜନାକୁ ପଣ୍ଡ କଲେ ଭାରତୀୟ ସେନା । ଜମ୍ମୁ କାଶ୍ମୀର ସୀମାବର୍ତ୍ତୀ ଅଞ୍ଚଳରେ ଅନୁପ୍ରବେଶ କରୁଥିବା ଆତଙ୍କବାଦୀଙ୍କୁ ଭାରତୀୟ ସେନା ନିପାତ କରିଛି । ଏହି ଘଟଣା ପୁଞ୍ଚ ଜିଲ୍ଲାର କୃଷ୍ଣା ଭ୍ୟାଲି ସେକ୍ଟରରେ ଘଟିଛି। ଫେବୃଆରୀ ୪-୫ ରାତିରେ, ଭାରତୀୟ ସେନା…
Read More...
Read More...