Browsing Tag

JammuKashmir

ପୁଞ୍ଚରେ ପାକିସ୍ତାନ ଉପରେ ଗର୍ଜିଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ-: ପୁଞ୍ଚରେ ପାକିସ୍ତାନ ଉପରେ ଗର୍ଜିଲେ ଗୃହମନ୍ତ୍ରୀ ଅମିତ ଶାହ । ଅପରେସନ ସିନ୍ଦୁର ପାକିସ୍ତାନକୁ ଉଚିତ ଜବାବ ଦେଇଛି । ଭାରତ କୌଣସି ପ୍ରକାର ଆକ୍ରମଣକୁ ବରଦାସ୍ତ କରିବନି । ପାକିସ୍ତାନ ସାଧାରଣ ନାଗରିକଙ୍କ ଘର, ମନ୍ଦିରକୁ ଟାର୍ଗେଟ କରିଥିଲା । ଆମେ ପାକିସ୍ତାନରେ ଥିବା…
Read More...

ଏନ୍‌ଆଇଏ ଟିମ୍‌ ଆକ୍ରମଣ ସ୍ଥଳରେ ରହି ତଥ୍ୟପ୍ରମାଣ ସଂଗ୍ରହ କରୁଛି

ନୂଆଦିଲ୍ଲୀ-: ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ତଦନ୍ତ ଦାୟିତ୍ଵ କେନ୍ଦ୍ର ସରକାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ହସ୍ତାନ୍ତର କରିଥିବା ବେଳେ ତଦନ୍ତ ପ୍ରକ୍ରିୟା ଏବେ ତ୍ବରାନ୍ବିତ ହୋଇଛି ଏବଂ ପୀଡ଼ିତଙ୍କ ବୟାନ ରେକର୍ଡ ଜାରି ରହିଛି।…
Read More...

ସେନା ଗୁଳିରେ ଟଳିଛି ଲସ୍କର-ଏ-ତୋଏବାର ଟପ୍ କମାଣ୍ଡର ଅଲତାଫ୍ ଲାଲ୍ଲି

ଜମ୍ମୁ-କାଶ୍ମୀର-: ପହଲଗାମ ଆକ୍ରମଣର ପ୍ରଥମ ପ୍ରତିଶୋଧ ନେଇଛି ଭାରତ । ଜମ୍ମୁ-କାଶ୍ମୀର ବନ୍ଦିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସେନା ଗୁଳିରେ ଟଳିଛି ଟପ୍ ଆତଙ୍କୀ କମାଣ୍ଡର । ଲସ୍କର-ଏ-ତୋଏବାର ଟପ୍ କମାଣ୍ଡର ଅଲତାଫ୍ ଲାଲ୍ଲି ନିହତ ହୋଇଛି । ସେହିପରି…
Read More...