ଭ୍ୟାନ ଖସିପଡି ୧୩ ମୃତ , ୧୩ ଆହତ
( ମମତା ସାମଲ) :ଆଜି ଜମ୍ମୁ –କାଶ୍ମୀରର କିସ୍ତୋର ଜିଲ୍ଲାର ଚେନାବ ନଦୀରେ ଏକ ବଡ ଭ୍ୟାନ ଖସି ପଡିଛି । ଫଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ଥ ଗାଡିଟିରେ ୩୦ ଉଦ୍ଧ୍ୱର୍ ଯାତ୍ରୀ ଥିଲେ ।
ଗାଡ଼ିଟି କେସନରୁ କିସ୍ତୋର ଯାଉଥିବା ସମୟରେ ଏହି…
Read More...
Read More...