Browsing Tag

jammu kashmir

ପହଲଗାମ ଆକ୍ରମଣର ତିନି ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସ୍କେଚ ଜାରି

ଜମ୍ମୁ-କଶ୍ମୀର-: ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଏକ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ୨୬ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଅଛନ୍ତି । ତେବେ ବର୍ତ୍ତମାନ ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ୩ ଆତଙ୍କବାଦୀଙ୍କ ସ୍କେଚ ଜାରି ହୋଇଛି…
Read More...

ଏଲଓସିରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ଭାରତୀୟ ସେନା ଅଟକାଇବାରେ ସଫଳ

ଜମ୍ମୁ-କଶ୍ମୀର-: ଗତକାଲି ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଆଜି ସକାଳୁ ଜମ୍ମୁ-କଶ୍ମୀରରେ ପ୍ରବଳ ଗୁଳି ବିନିମୟ ପରେ ସେନା ଦୁଇ ଜଣ ଆତଙ୍କବାଦୀଙ୍କୁ ନିଷ୍କ୍ରିୟ କରିଛି । ଏହି ଅଭିଯାନ ଆତଙ୍କବାଦୀଙ୍କ ଅନୁପ୍ରବେଶ ପ୍ରୟାସକୁ ସଫଳତାର ସହ ପଣ୍ଡ କରିଛି ଭାରତୀୟ ସେନା । ଘଟଣାସ୍ଥଳରୁ ବହୁ…
Read More...

ପୀଡିତ ପରିବାରଙ୍କ ପ୍ରତି ଏକତା ପ୍ରଦର୍ଶନ କରିବା ପାଇଁ ବୁଧବାର କାଶ୍ମୀର ବନ୍ଦ ଡାକରା

ଜମ୍ମୁ-କଶ୍ମୀର-: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶକୁ ଥରାଇ ଦେଇଛି । ଆତଙ୍କବାଦୀଙ୍କ ଗୁଳିରେ  ନିରୀହ ଲୋକଙ୍କ ଜୀବନ ଗଲା । ଛୁଟି କାଟିବାକୁ ଯାଇଥିବା ପରିବାର ଲୋକଙ୍କ ସମ୍ମୁଖରେ ସେମାନଙ୍କ ପ୍ରିୟଜନଙ୍କୁ ହତ୍ୟା କରାଯାଇଥିଲା । ଏହି ଆକ୍ରମଣ ପରେ ଦେଶବାସୀଙ୍କ…
Read More...

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦାକଲେ ମୋଦୀ

ନୂଆଦିଲ୍ଲୀ-: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ ଓ କାଶ୍ମୀରର ମନୋରମ ପହଲଗାମ ହିଲ ଷ୍ଟେସନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି, ଏହି "ଘୃଣ୍ୟ କାର୍ଯ୍ୟ" ପାଇଁ ଦାୟୀ ଲୋକଙ୍କୁ ଦଣ୍ଡ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବର୍ତ୍ତମାନ ସାଉଦି ଆରବ ଗସ୍ତରେ…
Read More...

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପର୍ଯ୍ୟଟକଙ୍କ ମୃତ୍ୟୁ, ଶ୍ରୀନଗର ଅଭିମୁଖେ ଅମିତ ଶାହ

ନୂଆଦିଲ୍ଲୀ-: ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମ ସହରରେ ଥିବା ଏକ ପର୍ଯ୍ୟଟନ ସ୍ଥାନରେ ଆତଙ୍କବାଦୀ ମାନେ ଗୁଳିମାଡ଼ କରିଛନ୍ତି ।  ୭ ଜଣ ପର୍ଯ୍ୟଟକ ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ବାରଣ କରିଛନ୍ତି । ପହଲଗାମର ବୈସାରନ ଉପତ୍ୟକାର ଉପର ଅଞ୍ଚଳରେ ଏହି ଗୁଳିବିନିମୟ ହୋଇଥିଲା ।…
Read More...

ଜମ୍ମୁ ଏବଂ କାଶ୍ମୀରର ଘନ ଜଙ୍ଗଲରେ ବୃଦ୍ଧି ପାଉଥିବା ଆତଙ୍କବାଦୀ କାର୍ଯ୍ୟକଳାପର ମୁକାବିଲା ପାଇଁ କୋବ୍ରା କମାଣ୍ଡୋ…

ଜମ୍ମୁ-କାଶ୍ମୀର-: କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ପ୍ରଥମ ଥର ପାଇଁ ଜମ୍ମୁ ଏବଂ କାଶ୍ମୀରରେ ଏହାର ଏଲିଟ୍ କମାଣ୍ଡୋ ବାଟାଲିୟନ ଫର୍ ରିଜୋଲ୍ୟୁଟ୍ ଆକ୍ସନ୍ ବା କୋବ୍ରା କମାଣ୍ଡୋମାନଙ୍କୁ ନିୟୋଜିତ କରାଯାଇଛି, ଯାହା ଏହି ଅଞ୍ଚଳର ଆଭ୍ୟନ୍ତରୀଣ ସୁରକ୍ଷା କାର୍ଯ୍ୟରେ ଏକ ରଣନୈତିକ…
Read More...

ଜାମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି 

(ଜାମ୍ମୁ କାଶ୍ମୀର) : ଜାନୁଆରୀ ୨୨ ରେ ଅଯୋଧ୍ୟା ସହରରେ ରାମ ମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ରାମଲଲା ପ୍ରଣ ପ୍ରତୀଷ୍ଟା ସମାରୋହକୁ ଦୃଷ୍ଟିରେ ରଖି ସୁରକ୍ଷା ଏଜେନ୍ସିମାନେ ସମ୍ପୂର୍ଣ୍ଣ ସତର୍କ ଅଛନ୍ତି । ଜାମ୍ମୁରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଏକ ସତର୍କ ସୂଚନା ଜାରି…
Read More...

କାଶ୍ମୀରରେ ଆତଙ୍କବାଦୀ ସହ ସେନାର ଲଢେଇ: ମେଜର ଓ କର୍ଣ୍ଣେଲ ସହିଦ

ଜମ୍ମୁ କାଶ୍ମୀରର ରାଜୌରା ଜିଲ୍ଲ ଅନନ୍ତନାଗ ଠାରେ ଯବାନ ଏବଂ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟର ହୋଇଛି । ବୁଧବାର ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କ ବାଦୀ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ କର୍ଣ୍ଣେଲ ମନପ୍ରୀତ ସିଂ ସହିଦ ହୋଇଛନ୍ତି । ମେଜର ମଧ୍ୟ ସହିଦ…
Read More...

ଜାମ୍ମୁ-କାଶ୍ମୀରରେ ଭୂସ୍ଖଳନ କାରଣରୁ ୮ଜଣଙ୍କର ମୃତ୍ୟୁ

ଜାମ୍ମୁ: ଜାମ୍ମୁ କାଶ୍ମୀର କାଠୁଆ ଜିଲ୍ଲାରେ ଆଜି ଭୂସ୍କଳନ ହୋଇଛି । ଭୂସ୍କଳନ ପାଇଁ ୮ଜରଙ୍କ ମୃତ୍ୟୁ ହୋଇଛି । ସେହିଭଳି ମହାରଷ୍ଟ୍ରରେ ମଧ୍ୟ ବର୍ଷା ଜାରିରହିଛି । ସେଥିପାଇଁ ମହାବଳେଶ୍ୱର ଘାଟିରେ ପାହାଡ ଧସୁଥିବାର ଦେଥିବାକୁ ମିଳୁଛି । ପାଣିପାଗ ବିଭାଗର ସୂଚନା ମୁତାବକ ଆସନ୍ତା ୨୪ ଘଣ୍ଟା…
Read More...

କାଶ୍ମୀରରେ ପେଟ୍ରୋଲ ଅଭାବ; ପ୍ରବଳ ବର୍ଷା ପାଇଁ ଜାତୀୟ ରାଜପଥ ପ୍ରଭାବିତ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ହୋଇଛି। ଯେଉଁଥିପାଇଁ କାଶ୍ମୀରର ଲୋକଙ୍କ ଜୀବନ ବିଶୃଙ୍ଖଳିତ ହୋଇଛି। ହଠାତ୍ ବନ୍ୟା ଯୋଗୁଁ ଜାତୀୟ ରାଜପଥ ଜାମ୍ ହୋଇଯାଇଥିଲା ଏବଂ ଅନେକ ସ୍ଥାନରେ ଏହି ବନ୍ୟାରେ ରାଜପଥର କିଛି ଅଂଶ ଧୋଇ ହୋଇଯାଇଥିଲା। ଏହା ପରେ, ବର୍ତ୍ତମାନ…
Read More...