Browsing Tag

Jammu and Kashmir Police

ପୁଣି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

(ଜାମ୍ମୁ କାଶ୍ମୀର) : ପୁଣି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ । ଜାମ୍ମୁ କାଶ୍ମୀରର ଅନନ୍ତନାଗରୁ ଆସିଛି ଏହି ଖବର । ନିହତ ଆତଙ୍କବାଦୀ ପାଖରୁ ଗୋଟିଏ AK 47 ରାଇଫଲ, ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି । ନିହତ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନର ଥିଲା ବୋଲି ସୂଚନା ମିଲିଛି ।…
Read More...

ଜମ୍ମୁ-କାଶ୍ମୀରରେ ବଡ ଧରଣର ବିସ୍ଫୋରଣ, ଜଣେ ମୃତ,୧୩ ଗୁରୁତର ଆହତ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ଉଧମପୁରରେ ବଡ ଧରଣର ବିସ୍ଫୋରଣ । ଏହି ବିସ୍ଫୋରଣ ଉଧମପୁର ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ବାହାରେ ହୋଇଥିବା ସୂଚନା ମିଳିଥିବା ସମୟରେ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ରାତି ପ୍ରାୟ ୧ଟା ବେଳେ ଏହି ବିସ୍ଫୋରଣ ଘଟିଥିବା…
Read More...