Browsing Tag

Jammu

ଜମ୍ମୁର କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା କରିଛନ୍ତି…

ଭୁବନେଶ୍ୱର-: ଲଗାତାର ୩–୪ ଦିନ ହେବ ଜମ୍ମୁ ଅଶାନ୍ତ ରହିଥିବା ବେଳେ ଏବେ ଜମ୍ମୁରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା କରିଛନ୍ତି ଓଡ଼ିଶା ସରକାର। ଜମ୍ମୁର କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ଜାରି ହେବା ପରେ ସରକାର ଏହି ପଦକ୍ଷେପ ଗ୍ରହଣ…
Read More...

ଜାମ୍ମୁ କାଶ୍ମୀରର କିସ୍ତୱାର ଜିଲ୍ଲାରେ ମିଳିତ ଅପରେସନରେ ଆତଙ୍କବାଦୀ ନିହତ

ଜମ୍ମୁ: ଶୁକ୍ରବାର ଜମ୍ମୁ-କାଶ୍ମୀରର କିସ୍ତୱାର ଜିଲ୍ଲାରେ ଆତଙ୍କବାଦୀଙ୍କ ବିରୁଦ୍ଧରେ ଆରମ୍ଭ ହୋଇଥିବା ଏକ ମିଳିତ ଅଭିଯାନରେ ଜଣେ ଆତଙ୍କବାଦୀ ନିହତ ହୋଇଛି। କିସ୍ତୱାରର ଚାତରୁ ଅଞ୍ଚଳରେ ଏପ୍ରିଲ ୯ ତାରିଖରେ ସେନା ଏବଂ ଅନ୍ୟ ସୁରକ୍ଷା ବାହିନୀ ଦ୍ୱାରା ଆରମ୍ଭ ହୋଇଥିବା ମିଳିତ ଅଭିଯାନରେ ଫଳରେ…
Read More...

ବମ୍ ବମ୍ ଭୋଲେ କହି ଆଗକୁ ବଢିଲେ ଅମରନାଥ ତୀର୍ଥଯାତ୍ରୀ

ନୂଆଦିଲ୍ଲୀ: ଆଜିଠୁ ପବିତ୍ର ଅମରନାଥ ଯାତ୍ରା।କୋଭିଡ଼ କଟକଣା ଯୋଗୁଁ ୨ ବର୍ଷ ପରେ ଆରମ୍ଭ ହେଲା ଅମରନାଥ ଯାତ୍ରା । ପ୍ରଥମ ବ୍ୟାଚରେ ଗଲେ ୪ହଜାର ୮୯୦ ତୀର୍ଥଯାତ୍ରୀ । ‘ବମ୍ ବମ୍ ଭୋଲେ’ ଏବଂ ‘ଜୟ ବରଫାନି ବାବା କି’ ସ୍ଲୋଗାନ ଦେଇ ତୀର୍ଥଯାତ୍ରୀମାନେ କଡା ସୁରକ୍ଷା ମଧ୍ୟରେ ଜମ୍ମୁର ଭଗବତୀ ନଗର…
Read More...

ଜମ୍ମୁ କଶ୍ମୀରରେ ଭୂକମ୍ପ ଅନୁଭୂତ ,ତୀବ୍ରତା ୫.୧ ରେକର୍ଡ

(ଜମ୍ମୁ କଶ୍ମୀର) : ଭୂକମ୍ପ ଝଟକାରେ ଥରିଲା ଜମ୍ମୁ କଶ୍ମୀର । ମଙ୍ଗଳବାର ଭୂମିକମ୍ପର ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି । ତେବେ ଏହାର ତୀବ୍ରତା ୫.୧ ଥିବା ମପାଯାଇଛି । ଏହା ୧ଟା ୫ମିନିଟରେ ହୋଇଥିବା ବେଳେ ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନ- ତାଜିକସ୍ତାନରେ ଥିଲା । ସବୁଠାରୁ ବଡ଼ କଥା…
Read More...

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ପାକିସ୍ତାନ ସେନାର କୁଟୀଳ ଚକ୍ରାନ୍ତ

(ରିପୋଟର୍ସଟୁଡେ): ଏସିଆ କପ୍ ୨୦୧୮ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁଥିବା କ୍ରିକେଟ ମ୍ୟାଚ୍ ପୂର୍ବରୁ ପୁୁଣିଥରେ ପାକିସ୍ତାନ ସେନାର ଚକ୍ରାନ୍ତ ସ।।ମ୍ମାକୁ ଆସିଛି । ବିଏସ୍ଏଫ୍ ର ଜଣେ ଅଧିକାରିଙ୍କ କହିବା ଅନୁସାରେ, ସେନାବଳ ର ହେଡ୍ କନେଷ୍ଟବଳ ର୍ୟାଙ୍କର…
Read More...