Browsing Tag

JALESWER

୧ ଲକ୍ଷ ୨୭ ହଜାର ଟଙ୍କାରେ ବିକ୍ରି ହେଲା ମାଛ

ଜଳେଶ୍ୱର : ଦୁଇ କ୍ୱିଣ୍ଟାଲ ମାଛର ଦାମ ୧ଲକ୍ଷ ୨୭ ହଜାର ଟଙ୍କା । ଓଡିଶା ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଦୀଘା ଅଞ୍ଚଳ ସମୁଦ୍ରରୁ ଧରାପଡିଥିଲା ତେଲିଆ ମାଛ । ସେହି ତେଲିଆ ମାଛ ଲକ୍ଷାଧିକ ଟଙ୍କାରେ ବିକ୍ରି ହୋଇଛି । ଯାହାର ଓଜନ ୨କ୍ୱିଣ୍ଟାଲ । ଏହି ମାଛକୁ ଦୀଘା ମାଛ ମାର୍କେଟରେ ୧ଲକ୍ଷ…
Read More...

ବର୍ଷା କାରଣରୁ ଧସିଲା ମାଟି , ରେଳ ଚଳାଚଳ ବାଧାପ୍ରାପ୍ତ

ଜଳେଶ୍ୱର : ଧସିଲା ମାଟି , ରେଳ ଚଳାଚଳ ବାଧାପ୍ରାପ୍ତ । ବର୍ଷା କାରଣରୁ ଦକ୍ଷିଣ ପୂର୍ବ ରେଳପଥର ବାଲେଶ୍ୱର- ହଳଦୀପଦା ଷ୍ଟେସନ ମଝିରେ ଥିବା ଅମରା ବ୍ରିଜ ନିକଟରେ ଡାଉନ ଲାଇଟ ଦବି ଯାଇଛି । ଫଳରେ ଏହି ଟ୍ରାକ ଦେଇ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସୂଚନା ଅନୁଯାୟୀ ଲଘୁଚାପ ଜନିତ ଲଗାଣ…
Read More...

ୱାଟାର ପ୍ଲାଣ୍ଟରେ ଖାଦ୍ୟ ନିରାପତ୍ତା ଟିମର ଚଢାଉ

ଜଳ ହିଁ ଜୀବନ। ଜୀବନ ବଞ୍ଚାଉଥିବା ଜଳ ଯେ କେତେବେଳେ ଜହର ନ ସାଜିବ ସେ କଥା କହିହେବ ନାହିଁ। ଲୋକଙ୍କ ଚାହିଦା ଏବଂ ଆବଶ୍ୟକତା ଅନୁଯାୟୀ ବଜାରରେ ପ୍ୟାକିଙ୍ଗ ଓ ଷ୍ଟିକରିଂ ହୋଇ ବେଧଡକ ଭାବେ ବିକ୍ରି ହେଉଛି ବିଭିନ୍ନ କମ୍ପାନୀର ପାନୀୟ ଜଳ। ପ୍ୟାକିଂ ପାଣି ବୋତଲ ଓ ପାଣି ପାଉଚ୍ ସହିତ, ରି-ଫିଲିଂ…
Read More...

ଡିଜିପିଙ୍କ ଦ୍ୱରା ନୂତନ ଥାନା ଉଦ୍ଘାଟିତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସିଂଲା ଓ ବାଳିଆପାଳର ଦୁଇଟି ନୂତନ ଥାନା ଗୃହକୁ ଉଦଘାଟନ କରିଛନ୍ତି ଓଡିଶା  ପୋଲିସ ମହାନିର୍ଦେଶକ ସୁନୀଲ କୁମାର ବଂଶଲ । ଏହି ଉଦଘାଟନୀ ଉତ୍ସବରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ…
Read More...

ବନ୍ ବିହାରୀ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଜଳେଶ୍ୱର ( ଅଜିତ ସାହୁ /ବସ୍ତା ) :-ବସ୍ତା ବ୍ଲକ ପାଉଁଶକୁଲି ପଞ୍ଚାୟତ ମସଡା ସ୍ଥିତ ସ୍ବର୍ଗତ ବନ୍ ବିହାରୀ ମହାନ୍ତିଙ୍କ ବାସ ଭଵନରେ ,ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଯୋଗାଚାର୍ୟ୍ୟ ବଂଶୀଧର ମିଶ୍ରଙ୍କ ସଭାପତିତ୍ଵରେ ବନ୍ ବିହାରୀ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ…
Read More...

ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ମହିଳା

ଜଳେଶ୍ୱେର / ଅଜିତ ସାହୁ : ସଡ଼କ ଦୁର୍ଘଟଣା ରେ ପ୍ରାଣ ହରାଇଲେ ଜଣେ ମହିଳା । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ରେ ଦେଖିବାକୁ ମିଳିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଡମ୍ଫର ଘଟଣା ସ୍ଥଳରେ ବାଇକକୁ ଧକ୍କା ଦେଇଥିଲା ଯାହା ଫଳରେ ଏଭଳି ଦୁର୍ଘଟଣା ଘଟିଥିଲା ।…
Read More...

ଜଳେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସ ପାଳନ

ଜଳେଶ୍ୱର/ ଅଜିତ୍ ସାହୁ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ୍ମ ଦିନ ସାରା ରାଜ୍ୟରେ ବଡ ଧୁମ୍ ଧାମ୍ ରେ ପାଳନ କରାଯାଇଛି । କୋଉଠି ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି ତ ଆଉ କୋଉଠି ଗଛ ଲଗାଇ ସଚେତନତା ସୃଷ୍ଟି କରାଯାଇଥିଲା । ପୁଣି କେଉଁଠି ମନ୍ଦିରରେ ଦୀପ ଜାଳି ଦୀର୍ଘାୟୁ ଜୀବନ କାମନା…
Read More...