Browsing Tag

jaleswar band

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଜଳେଶ୍ୱର ବନ୍ଦ; ଜନଜୀବନ ପ୍ରଭାବିତ

ଭୁବନେଶ୍ୱର: ଜଣେ ୧୪ ବର୍ଷୀୟା ବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦରେ ମଙ୍ଗଳବାର ଦିନ ଜଳେଶ୍ୱର ସହର ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଏହି ଘଟଣାରେ ନ୍ୟାୟ ଦାବି କରି ବିଜେଡି ଏବଂ କଂଗ୍ରେସ ପକ୍ଷରୁ ପୃଥକ ଭାବେ ବନ୍ଦ ପାଳନ କରାଯାଇଥିଲା। ବିଜେଡି ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ…
Read More...