Browsing Tag

Jajpur

ଦିଲ୍ଲୀ ଯୁବତୀଙ୍କୁ ଯାଜପୁର ଜିଲ୍ଲା ଦଶରଥପୁର ଅଞ୍ଚଳରେ ଅସଦାଚରଣ

ଯାଜପୁର-: ଦିଲ୍ଲୀ ଯୁବତୀଙ୍କୁ ଯାଜପୁର ଜିଲ୍ଲା ଦଶରଥପୁର ଅଞ୍ଚଳରେ ଅସଦାଚରଣ ।  ଏନେଇ ଦଶରଥପୁର ଥାନାରେ ଲିଖିତ ଅଭିଯୋଗ କଲେ ଯୁବତୀ ।  କିନ୍ତୁ ବର୍ତ୍ତମାନ ସୁଦ୍ଧା ଅସାମାଜିକ ଯୁବକ ମାନଙ୍କୁ ଦଶରଥପୁର ପୋଲିସ ଧରିବାରେ ବିଫଳ ହୋଇଛି । ଅଭିଯୋଗ ମୁତାବକ ଦଶରଥପୁର ଥାନା ଅଧୀନସ୍ତ ତରାଙ୍ଗ…
Read More...

ଜୁନ୍ ୨୪ପର୍ଯ୍ୟନ୍ତ ଯାଜପୁର ଏବଂ ଜୁନ୍ ୨୧ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ

ଭୁବନେଶ୍ୱର-: ବଢ଼ୁଥିବା ଡାଇରିଆ ମାମଲାକୁ ଦୃଷ୍ଟିରେ ରଖି, ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଯାଜପୁର ଜିଲ୍ଲା ପ୍ରଶାସନ ଜୁନ୍ ୨୪ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଭଦ୍ରକରେ ସ୍କୁଲ…
Read More...

ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ରୋଗ ଅଣାୟତ୍ତ ଥିବା ଗାଇଡ଼ ଲାଇନ ଜାରିକଲେ ଜିଲ୍ଲା ପ୍ରଶାସନ

ଯାଜପୁର-: ଜିଲ୍ଲାରେ ଝାଡ଼ାବାନ୍ତି ରୋଗ ଅଣାୟତ୍ତ ଥିବା ବେଳେ ହଇଜା ସଂକ୍ରମଣ ପୁଣି ଚିନ୍ତା ବଢ଼ାଇଛି । ୪୧ଟି ନମୁନା ପରୀକ୍ଷଣ ପରେ ୮ ଜଣଙ୍କ ରିପୋର୍ଟ କଲେରା ପଜିଟିଭ୍ ଚିହ୍ନଟ ହୋଇଛି । ଏହା ସହ ଜିଲ୍ଲାର ଚାରୋଟି ବ୍ଲକ ଓ ଦୁଇଟି ପୌରାଞ୍ଚଳରେ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା…
Read More...

ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଯାଜପୁର ଜିଲ୍ଲା ଗସ୍ତରେ ଆସି ନଗଡ଼ା ଅଂଚଳର ବାସ୍ତବ ସ୍ଥିତି ଅନୁଧ୍ୟାନ ଓ…

ଯାଜପୁର-: ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଜି ଯାଜପୁର ଜିଲ୍ଲା ଗସ୍ତରେ ଆସି ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ା ଗସ୍ତକରି ବାସ୍ତବ ସ୍ଥିତି ଅନୁଧ୍ୟାନ ଓ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ତ୍ବେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବଶ୍ରୀ…
Read More...

ଦୁଷ୍କର୍ମ ପରେ ମାରଣାସ୍ତ୍ରରେ ହାଣି ପକାଇଲେ ଦୁର୍ବୃତ୍ତ

ଯାଜପୁର-: ଯାଜପୁରରେ ଘଟିଛି ଲଜ୍ଜାଜନକ ଘଟଣା । ଜଣେ କର୍ମଜୀବୀ ମହିଳା ହୋଇଛନ୍ତି ଦୁଷ୍କର୍ମର ଶିକାର । ବିରୋଧ କରିବାରୁ ପୀଡିତାଙ୍କୁ ଆକ୍ରମଣ କରୀ ରକ୍ତାକ୍ତ କଲେ ଅଭିଯୁକ୍ତ । ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ୭୨ ଘଣ୍ଟା ପରେ ବି ପୋଲିସର ହାତ ଖାଲି । ଯାଜପୁର ସହରରେ ଜଣେ କର୍ମଜୀବୀ…
Read More...

୬ବର୍ଷର ପୁଅକୁ ପରିବାର ସଦସ୍ୟଙ୍କ ମିଳିତ ପ୍ରରୋଚନାରେ ହତ୍ୟା

ଯାଜପୁର : ଦ୍ଵିତୀୟ ବିବାହ ପାଇଁ ୬ ବର୍ଷର ପୁଅକୁ ହତ୍ୟା କରିବା ଘଟଣାରେ, ବାପା ସମେତ ୫ଜଣ ଗିରଫ । ବାପା ସମେତ ପରିବାରର ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଯାଜପୁର ଜିଲ୍ଲା ଜେନାପୁର ପୋଲିସ । ୨ଦିନ ତଳେ ଜେନାପୁର ଥାନା ଚାରଗୋଠ ଗାଁ ନିକଟ ପଥର ଖାଦାନ ଭିତରୁ ବାଳକର ମୃତଦେହ ଉଦ୍ଧାର…
Read More...

ବିଜେଡି ପୌରାଧ୍ୟକ୍ଷାଙ୍କୁ ହରାଇଲେ ଖୋଦ୍ ବିଜେଡି କାଉନସିଲର୍

ବ୍ୟୁରୋ- ଅନାସ୍ଥାରେ ହାରିଲେ ବ୍ୟାସନଗର ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ । ବିଜେଡି ପୌରାଧ୍ୟକ୍ଷାଙ୍କୁ ହରାଇଲେ ଖୋଦ୍ ବିଜେଡି କାଉନସିଲର୍ ।  ଅନାସ୍ଥା ଭୋଟରେ ଅଧ୍ୟାକ୍ଷାଙ୍କ ବିରୋଧରେ ପଡ଼ିଲା ୨୦ ଭୋଟ୍ । ଅନୁପସ୍ଥିତ ରହିଲେ ୬ କାଉନସିଲର । ବିଜେଡି କାଉନସିଲରଙ୍କ ତରଫରୁ ଆଗତ ଅନାସ୍ଥାରେ…
Read More...

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଆକ୍ରମଣ ଘଟଣା ;୪ ଜଣଙ୍କୁ ଅଟକ

ଯାଜପୁର; ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଆକ୍ରମଣ ଘଟଣା । ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ସୂଚନା ମୁତାବକ ଧର୍ମଶାଳା ବିଧାୟକ ବୁଧବାର ସଂଧ୍ୟାରେ ଡିଡିଏମ ଅଫିସ ଯାଉଥିବା ବେଳେ ଯାଜପୁର ନିର୍ବାଚନ ମଣ୍ଡଳୀ ବୁଢାଘାଟ ନିକଟରେ ବିଧାୟକଙ୍କ ଗାଡିକୁ ଆକ୍ରମଣ କରାଯାଇଥିଲା । ଗାଡିରେ…
Read More...

ଛତିଆ ଠାରେ ସମ୍ବାଦ ପକ୍ଷରୁ ଅନୁଷ୍ଠିତ ବାର୍ଷିକ ପ୍ରତିଯୋଗିତାରେ ଭାଗ ନେଲେ ୧୫୮ଜଣ ଛାତ୍ର ଛାତ୍ରୀ

ବଡଚଣା (ବେଦପ୍ରକାଶ ନାୟକ );-ସମ୍ବାଦ ଆମ ଓଡିଶା ପକ୍ଷରୁ ୨୦୨୪ବାର୍ଷିକ ପ୍ରତିଯୋଗିତା ଅବସରରେ ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ପ୍ରତିଯୋଗିତା ରେ ଚିତ୍ରାଙ୍କନ ରେ ୫୧ଜଣ, ହସ୍ତାକ୍ଷର ରେ ୬୫ଜଣ ଓ ଭାଷା ଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତା ରେ ୪୨ଜଣ ମୋଟ…
Read More...

ଆଉ ଫେରିବନି ପୁଅ

ସ୍କୁଲକୁ ପାଠ ପଢିବାକୁ ଯାଇଥିବା ବେଳେ ଶ୍ରେଣୀ ଗୃହରେ ଉଠବସ ହେବା ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ବାହାଦଲାପୁର ପଞ୍ଚାୟତ ଓରାଳି ସୂର୍ୟ୍ୟ ନାରାୟଣ ନୋଡାଲ ଉପ୍ରା ବିଦ୍ୟାଳୟରେ। ସୂଚନା ଅନୁସାର ଗତକାଲି ଖେଳ ଛୁଟି ପରେ…
Read More...