ଦିନ ଦ୍ୱିପହରେ ବନ୍ଧୁକ ଲଗାଇ ଲୁଟି ନେଲେ ୧୨ କୋଟର ସୁନା ଓ ହୀରା ଅଳଙ୍କାର
ଯାଜପୁର : ଯାଜପୁର ରୋଡରେ ସୋ ରୁମ୍ ଲୁଟ କଲେ ୭ ଜଣ ଡକାୟତ । ଆଜି ମଧ୍ୟାହ୍ନରେ ଘଟିଯାଇଛି ଏଭଳି ଘଟଣା | ସହରରେ ଦୀର୍ଘ ଦିନରୁ ବ୍ୟବସାୟ କରୁଥିବା ସିନକୋ ଗୋଲ୍ଡ ସୁନା ଦୋକାନରୁ ପାଖାପାଖି ୧୨ କୋଟି ଟଙ୍କାର ସୁନାଗହଣା ଲୁଟ ହୋଇଥିବା ଜଣାଯାଇଛି। ଗ୍ରାହକ ରୂପରେ ସୋ ରୁମକୁ ଆସିଥିଲେ…
Read More...
Read More...