ଗଞ୍ଜାମ ଏସପି ଦେଖାଇଲେ ମାନବିକତା
ଗଞ୍ଜାମ/ ରଜନୀକାନ୍ତ ପାତ୍ର: ଗଞ୍ଜାମ ଏସପି ଜଗମୋହନ ମିନା ଦେଖାଇଲେ ମାନବିକତା । ଏସପି ଭଞ୍ଜନଗରରୁ ଛତ୍ରପୁର ଫେରୁଥିବା ବେଳେ ଆସିକା ପାକେଲାପଲି ଛକ ନିକଟରେ ଜଣେ ଯୁବକ ରାସ୍ତାକଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିଲେ । ଏସପି ଖୋଦ ସେଠାରେ ଅଟକି ନିଜ ଗାଡିରେ ଗୁରୁତର ଯୁବକଙ୍କୁ…
Read More...
Read More...