ବାଚସ୍ପତି ପକ୍ଷପାତିତା କରୁଥିବା ଅଭିଯୋଗ ଆଣିଲେ ବିରୋଧୀ
ସଂସଦର ଶୀତକାଳୀନ ଅଧିବେଶନର ଉଭୟ ଗୃହର ପ୍ରକ୍ରିୟା ସୁରୁଖୁରୁରେ ଚାଲିନାହିଁ। ବିରୋଧୀ ସାଂସଦମାନେ ବାଚସ୍ପତିଙ୍କୁ ପକ୍ଷପାତିତା କରୁଥିବା ଅଭିଯୋଗ କରିଛନ୍ତି। କିନ୍ତୁ ବର୍ତ୍ତମାନ ସୂତ୍ରରୁ ପ୍ରକାଶ ଯେ ସଂସଦର ଉପର ଗୃହରେ ଥିବା ରାଜ୍ୟସଭାରେ ବିରୋଧୀ ସାଂସଦମାନେ ବର୍ତ୍ତମାନ ଅଧ୍ୟକ୍ଷଙ୍କ…
Read More...
Read More...