Browsing Tag

jagannatha

ଆଜି ବି ହେବନି ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ: ବଢିବାରେ ଲାଗିଛି ବନକଲାଗି ନିତୀ ବିବାଦ । ଆଜି ମଧ୍ୟ ମହାପ୍ରଭୁଙ୍କ ବନକ ଲାଗି ନିତୀ ହେବନାହିଁ ବୋଲି କୁହାଯାଉଛି । ଦତ୍ତ ସେବାୟତ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଶ୍ରୀମନ୍ଦିର କମାଣ୍ଡର ମନା କରିଛନ୍ତି । ସୂଚନା ଅନୁଯାୟୀ, ଗତକାଲି ବନକଲାଗି ନୀତି କରିବାକୁ ଶ୍ରୀ ମନ୍ଦିର ପ୍ରଶାସନ…
Read More...

ଆଜି ବନକଲାଗି ନିତୀ ନହେଲେ ସେବାରୁ ହଟିବେ ସେବକ

ପୁରୀ: ତୁଟୁନି ବନକଲାଗି ବିବାଦ । ଦତମହାପାତ୍ର ସେବକଙ୍କୁ ଆଜି ବନକଲାଗି କରିବା ପାଇଁ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏହା ୨୦୧୮ ମସିହା ନିଷ୍ପତ୍ତି ଅନୁସାରେ ଆଜି ବନକଲାଗି କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ଜଦି ଆଜି ବନକଲାଗି କରାନଯାଏ ତେବେ ଧାରା ୩୩…
Read More...

ମହାପ୍ରଭୁଙ୍କ ବନକଲାଗି ପାଇଁ ଚିଠି ଆସିଛି ସତ କିନ୍ତୁ ସାମଗ୍ରୀ ଦେଇନାହାନ୍ତି : ବିଜୟ ଦତ୍ତମହାପାତ୍ର

ପୁରୀ / ସଞ୍ଜୟ ମହାପାତ୍ର:  ମହାପ୍ରଭୁଙ୍କ ବନକଲାଗି ପାଇଁ ଫିଟୁନାହିଁ ସମାଧାନର ବାଟ। ଚାଲିଛି ଦତ୍ତମହାପାତ୍ର ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଶିତଳଯୁଦ୍ଧ। ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରିଚାଲିଛି ସଂପୃକ୍ତ ନିଯୋଗ। ଗତକାଲି ରାତିରେ ଦତ୍ତମହାପାତ୍ର ନିଯୋଗକୁ ଶ୍ରୀମନ୍ଦିର…
Read More...

୧୨ ଦିନର ମାନବୀୟ ଲୀଳାଖେଳା ପରେ ଆଜି ଶ୍ରୀମନ୍ଦିରକୁ ବିଜେ କରିବେ ମହାବାହୁ

ପୁରୀ: ଲୀଳା ସାରି ଜନ୍ମ ବେଦୀରୁ ରତ୍ନବେଦୀକୁ ବାହୁଡିଛନ୍ତି ମହାବାହୁ । ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି । ୧୨ ଦିନର ମାନବୀୟ ଲୀଳାଖେଳା ଶେଷ ପରେ ଆଜି ସିଂହଦ୍ୱାରରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିରକୁ ବିଜେ କରିବେ । ଦ୍ୱିପ୍ରହରେ ଧୂପ ନୀତି ପରେ ଗୋଟି ପହଣ୍ଡିରେ ରତ୍ନ…
Read More...

ଆଜି ରତ୍ନଅଳଙ୍କାରରେ ଝଲସିବେ ବିଶ୍ୱନିୟନ୍ତା

ଆଜି ମହାପ୍ରଭୁଙ୍କର ସୁନା ବେଶେ । ରତ୍ନଅଳଙ୍କାରରେ ଝଲସିବେ ବିଶ୍ୱନିୟନ୍ତା । ମହଣ ମହଣ ସୁନାରେ ସଜେଇ ହେବେ ରଥାରୁଢ ଦାରୁବିଗ୍ରହ । ୧୩୮ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ଝଲସିବେ ମହାପ୍ରଭୁ । ଏହି ବେଶକୁ ବଡ ତଡାଉ ବେଶ ମଧ୍ୟ କୁହାଯାଏ । ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଲକ୍ଷ…
Read More...

ପୁରୀରେ ଛିଣ୍ଡିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥର ଦଉଡି

ପୁରୀ: ମହାପ୍ରଭୁଙ୍କ ବାହୁଡା ଯାତ୍ରା ବେଳେ ଅଘଟଣ । ପୁରୀରେ ଛିଣ୍ଡିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦଉଡି । ମାର୍କେଟ ଛକ ନିକଟରେ ଦଉଡି ଛିଣ୍ଡିବାରୁ ଘଟିଛି ଅଘଟଣ । ରଥ ଦଉଡ଼ି ଛିଡ଼ିବାରୁ ଜଣେ ଭୋଇ ସେବାୟତ ସମେତ ୬ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।…
Read More...

ନୀତି ବିଳମ୍ବ ଯୋଗୁଁ ଉପବାସରେ ମହାପ୍ରଭୁ

ପୁରୀ :ନୀତି ବିଳମ୍ବ ଯୋଗୁଁ ଭୋକରେ ମହାପ୍ରଭୁ । ମଙ୍ଗଳ ଆଳତି, ଅବକାଶ ପରେ ବଢିନି ନୀତି କାନ୍ତି । ଏ ଯାଏଁ ଉପବାସରେ ଅଛନ୍ତି ମହାପ୍ରଭୁ । ହୋଇପାରି ନାହିଁ ଗୋପାଳବଲ୍ଲଭ ନୀତି । ସମନ୍ୱୟ ଅଭାବରୁ ନୀତି ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଗୁଣ୍ଡିଚାରେ ଶରଧା ବାଲିରେ ଦର୍ପଦଳନ,…
Read More...

ଭିଡଭିତକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରଥ ଦଉଡି ଟାଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ:ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ଶ୍ରୀଗୁଣ୍ଡିଚା ଯାତ୍ରାରେ ବଡଦାଣ୍ଡକୁ ଆସିଛନ୍ତି କାଳିଆ ଠାକୁର । ଭାଇ ଭଉଣିଙ୍କୁ ସଙ୍ଗରେ ଧରି ମାଉସୀ ଘରକୁ ବାହାରିଛନ୍ତି କାଳିଆ ଠାକୁର । ଆଜି ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ କେତେ ଦୁରରୁ ଧାଇଁ ଆସିଛନ୍ତି ଅନେକ ଭକ୍ତ । ଆଉ ତାହାରି ଭିତରେ…
Read More...

ଫୁଲୁରୀ ତେଲ ଲାଗି ପରେ ମହାପ୍ରଭୁଙ୍କ ଓଷ ଲାଗି ନିତୀ

ପୁରୀ/ ଜୟନ୍ତ କୁମାର ସେଠୀ: ୧୦୮ ଗରା ଜଳ ରେ ସ୍ନାନ କରି ଶ୍ରୀ ଜିଉ ଏବେ ଜ୍ୱର ରେ ଆକ୍ରାନ୍ତ। ଅଣସର ପିଣ୍ଡି ରେ ଦଇତା ପତି ସେବକ ମାନେ ଶ୍ରୀ ଜୀଉ ଙ୍କ ଉପଶମ ନେଇ କରୁଛନ୍ତି ଗୁପ୍ତ ସେବା ଓ ଉପଚାର। ଶ୍ରୀଜୀଉଙ୍କ ଜ୍ୱର ଉପଶମ ପାଇଁ ଶ୍ରୀମନ୍ଦିରରେ ଗୁପ୍ତ ସେବା ଚାଲିଛି। ଅଣସର ଘରେ ଅବସ୍ଥାନ…
Read More...

ଜାମିନ ପାଇଲେ ୟ୍ୟୁଟୁବର ଅନିମେଶ ଚକ୍ରବର୍ତ୍ତୀ

ପୁରୀ: ଜାମିନ ପାଇଲେ ପଶ୍ଚିମବଙ୍ଗର ୟ୍ୟୁଟୁବର ଅନିମେଶ ଚକ୍ରବର୍ତ୍ତୀ । ପୁରୀ ଶ୍ରୀମନ୍ଦିରରେ ଡ୍ରୋନ ଉଡିବା ଘଟଣାରେ ଗିରଫ ହୋଇଥିଲେ ଅନିମେଶ ଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ । ଶ୍ରୀମନ୍ଦିରର ଡ୍ରୋନ ଭିଡିଓ ଭାଇରାଲ ପରେ ୟ୍ୟୁଟୁବର ଅନିମେଶ ଚକ୍ରବର୍ତ୍ତୀଙ୍କ…
Read More...