Browsing Tag

jagannatha

ଆସନ୍ତା କାଲି ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ:କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଦଶମୀ କଳ ତିଥି ହୋଇଥିବାରୁ ଆସନ୍ତା କାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠି ହେବ । ଏହି ନୀତି ଅପରାହ୍ନ ୫ ଘଟିକାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଉଛି । ଦ୍ୱତୀୟ ଭୋଗମଣ୍ଡପରେ ଭୋଗ ଶେଷ ହେବା ପରେ ଏହି ନୀତି…
Read More...

କୃଷ୍ଣଲୀଳାର ଶେଷ ଦିବସରେ କଂସ ମହାରାଜଙ୍କୁ ବଧ କରିଛନ୍ତି ଶ୍ରୀକୃଷ୍ଣ

ପୁରୀ  / ସଞ୍ଜୟ  ମହାପାତ୍ର  : ଚଳିତମାସ ୬ ତାରିଖ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳାର ଅନ୍ତିମ ଦିବସ କଂସବଦ୍ଧ । ଭାଦ୍ରବ ମାସ ଶୁକ୍ଳପକ୍ଷ ନବମୀ ତିଥି କୃଷ୍ଣଲୀଳାର ଶେଷ ଦିବସରେ କଂସ ମହାରାଜଙ୍କୁ ଶ୍ରୀକୃଷ୍ଣ ବଧ କରିଛନ୍ତି।…
Read More...

ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି ଅନୁଷ୍ଠିତ

ପୁରୀ / ସଞ୍ଜୟ  ମହାପାତ୍ର  : ଆଜି ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସକାଳୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଛି । ମଧ୍ୟାହ୍ନ ଧୂପ ବଢିବା ପରେ ଶ୍ରୀମନ୍ଦିରରେ ବାମନ ଜନ୍ମ…
Read More...

ବିବାଦର ହେଲା ସମାଧାନ , ମହାପ୍ରଭୁଙ୍କର ହେବ ବଡ ମାହା ସ୍ନାନ

ପୁରୀ: ବିବାଦ ର ହେଲା ସମାଧାନ ଏଥର ମହାପ୍ରଭୁଙ୍କର ହେବ ବଡ ମହାସ୍ନାନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଆଲୋଚନା ପରେ ହୋଇଛି ନିଷ୍ପତ୍ତି । ସେବାୟତଙ୍କ ସହ ଆଲେଚନା ପରେ ନିଆଗଲା ନିଷ୍ପତ୍ତି । ଏବେ ବଡ ମହାସ୍ନାନ ପରେ ଅବକାଶ ହେବନୀତି । ଏହାପରେ ଆଗକୁ ନୀତିକାନ୍ତି ବଢିବା ନେଇ ସୂଚନା ।…
Read More...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ନିକଟରେ ସପ୍ତପୁରୀ ଭୋଗ ଲାଗି

ପୁରୀ: ଆଜି ସପ୍ତପୁରୀ ଅମାବାସ୍ୟା । ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁହାଯାଏ । ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ନିକଟରେ ସପ୍ତପୁରୀ ଭୋଗ ଲାଗି କରାଯାଇଛି । ଆଜି ଶ୍ରୀଜୀଉଙ୍କ ଅବକାଶା ନୀତି ପରେ ବେଶ କରାଯାଇଛି । ଗମ୍ଭାରୀରେ ପାଣି ପଡି ଟେରା ବନ୍ଧାଯିବା ପରେ ସକାଳ…
Read More...

ଆସନ୍ତାକାଲି ଶ୍ରୀମନ୍ଦିରରେ ପାଳନ ହେବ ସପ୍ତପୁରୀ ଅମାବାସ୍ୟା

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ପାଳନ ହେବ ସପ୍ତପୁରୀ ଅମାବାସ୍ୟା । ଭାଦ୍ରବ ମାସ ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା ,କୁଶୋତ୍ପାଟିନୀ ବା କୁଶଗ୍ରହଣୀ ଅମାବାସ୍ୟା ଭାବରେ ପାଳନ କରାଯାଏ । ଶ୍ରୀକ୍ଷେତ୍ରରେ ବାର ମାସରେ ତେରପର୍ବ ସହିତ ଆନକ ନୀତିକାନ୍ତି ସମ୍ପନ୍ନର ବିଧି ରହିଛି । ତେବେ…
Read More...

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠତ

ପୁରୀ / ସଞ୍ଜୟ ମହାପାତ୍ର : ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି। ଆଜିର ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେବ । ଏହି ବେଶରେ ଜଗନ୍ନାଥଙ୍କୁ କୃଷ୍ଣ ଓ ଶ୍ରୀ ବଳଭଦ୍ରଙ୍କୁ ବଳରାମ ରୂପରେ ସୁସଜ୍ଜିତ କରାଯିବ । ଦେବୀ ସୁଭଦ୍ରା ଚତୁର୍ଭୁଜ ଧାରଣ କରି…
Read More...

ଆଜି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କର ପ୍ରଳମ୍ବାସୁରବଧ ବେଶ

ପୁରୀ / ସଞ୍ଜୟ  ମହାପାତ୍ର:  ଆଜି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁରବଧ ବେଶ ଅନୁଷ୍ଠିତ ହେବ । ଭାଦ୍ରବ କୃଷ୍ଣ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଶ୍ରୀ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ । ଏହି ବେଶରେ ପ୍ରଭୁ ବଳଭଦ୍ର ଦେବଙ୍କର ଏକ ହସ୍ତରେ ହଳ…
Read More...

ଦେଢରୁ ଦୁଇଗୁଣା ମହଙ୍ଗା ହେବ ମହାପ୍ରସାଦ

ପୁରୀ: ଏଥର ମହଙ୍ଗା ହେବ ମହାପ୍ରସାଦ । ଦେଢରୁ ଦୁଇଗୁଣା ମହାପ୍ରସାଦ ଦାମ ବଢିପାରେ ବୋଲି କୁହାଯାଉଛି । ସୁଆର ମହାସୁଆର ଦେଇଥିବା ତାଲିକା ଅନୁଯାୟୀ କେବଳ ଧନୀ ବ୍ୟକ୍ତି ମହାପ୍ରସାଦ କିଣିପାରିବେ ଓ ଗରିବ ଭକ୍ତ ମାନେରାସ ହେବେ ବୋଲି ବିଭିନ୍ନ ସଂଗଠନ ଅଭିଯୋଗ କରିଛନ୍ତି । ଶ୍ରୀମନ୍ଦିରରେ କୁଡୁଆ…
Read More...

ବୁଧବାର ଦିନ ମହାପ୍ରଭୁଙ୍କ ହେବ ବନକଲାଗି ନିତୀ

ପୁରୀ: ସାଧାରଣ ସମୟରେ ମାସକୁ ୨ ଥର ବୁଧବାର ଦନ ହୁଏ ମହାପ୍ରଭୁଙ୍କର ବନକଲାଗି ନିତୀ । ବହୁ ବାଦ ବିବାଦ ପରେ ବନକଲାଗି ନିତୀ ର ହୋଇଛି ସମାଧାନ । ଆସନ୍ତା ବୁଧବାର ଦିନ ମହାପ୍ରଭୁଙ୍କ ବନକଲାଗି ନିତୀ ହେବ ବୋଲି ନିଷ୍ପତ୍ତି ନିଆଜାଇଛି । ବୁଧବାର ବେଶି ନୀତିକାନ୍ତି ରହିଲେ ଗୁରୁବାର…
Read More...