ପୁରୀ ଜଗନ୍ନାଥ ମନ୍ଦିରରେ ୫ ଘଣ୍ଟା ପାଇଁ ବନ୍ଦ ରହିବ ସାର୍ବଜନୀନ ଦର୍ଶନ
ପୁରୀ ଜଗନ୍ନାଥ ମନ୍ଦିରରେ ପାଞ୍ଚ ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ। ଜନ୍ମାଷ୍ଟମୀ ଅବସରରେ କୃଷ୍ଣ ଜନ୍ମ ନୀତି ସହିତ ଜଡିତ କିଛି ବିଶେଷ ପୂଜାପାଠ କରାଯିବାକୁ ଥିବାରୁ ସାଧାରଣ ଦର୍ଶନ ବନ୍ଦ ରଖିବା ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଏହି ଘୋଷଣା କରିଛି।
ଶୁକ୍ରବାର, ୪…
Read More...
Read More...