ଆସନ୍ତାକାଲି ୪ ଘଣ୍ଟା ପାଇଁ ସ୍ଥଗିତ ରହିବ ଶ୍ରୀମନ୍ଦିରରେ ସାର୍ବଜନୀନ ଦର୍ଶନ
ଗୁପ୍ତ ରାହୁରେଖା ଲାଗି ନୀତି ଯୋଗୁଁ ବୁଧବାର ପୁରୀର ଜଗନ୍ନାଥ ମନ୍ଦିରରେ ସାର୍ବଜନୀନ ଦର୍ଶନ ଚାରି ଘଣ୍ଟାରୁ ଅଧିକ ସମୟ ପାଇଁ ସ୍ଥଗିତ ରହିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ଭାଦ୍ରବ କୃଷ୍ଣ ପଞ୍ଚମୀ ଅବସରରେ ବୁଧବାର ରାହୁରେଖା…
Read More...
Read More...