Browsing Tag

jagannath

ମୁକ୍ତ ହସ୍ତରେ ଦାନ କରୁଛନ୍ତି ଭକ୍ତ

ମୁକ୍ତ ହସ୍ତରେ ଦାନ କରୁଛନ୍ତି ଭକ୍ତ ଗତ ବର୍ଷ ଶ୍ରୀ ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୧୮ କୋଟି ୫୯ ଲକ୍ଷ ୨୩ ହଜାର ୭୭୦ ଟଙ୍କା ଦାନ ସଂଗ୍ରହ କରାଯାଇଛି ଭକ୍ତମାନେ ଉକ୍ତ ବର୍ଷ ରେ ୩ କିଗ୍ରା ୪୪୧ଗ୍ରାମ ୩୦୦ମିଗ୍ରା ମିଶ୍ରିତ ସୁନା ଓ ୩୩ କିଗ୍ରା ୬୪୮ ଗ୍ରାମ ୯୫୦ମିଗ୍ରା ମିଶ୍ରତ ରୁପା ଅଳଙ୍କାର ଦାନ…
Read More...

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଆନନ୍ଦ ବଜାର ନିକଟର ଫୋଟ

ପୁଣିଥରେ ସୋସିଆଲ ମିଡିଆରେ ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ । ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। ହସ୍ତଗତ ତଥ୍ୟ ଅନୁଯାୟୀ ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ଭାଇରାଲ କରିଛନ୍ତି ମୋହିତ ନାମକ ଯୁବକ। ଏବଂ ଏହାର ପରବର୍ତ୍ତୀ ସମୟରେ ନିଜ ଇନଷ୍ଟାଗ୍ରାମ ଆଇଡିରେ ଅପଲୋଡ଼…
Read More...

ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବାବନ ଜନ୍ମ ନୀତି : ୩ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆସନ୍ତା କାଲି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥି ରହିଥିବାରୁ ଶ୍ରୀମନ୍ଦିରରେ ବାବନ ଜନ୍ମ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ସରିବା ପରେ ନୀତିକାନ୍ତି କରାଯିବ। ତେଣୁ ଅପରାହ୍ନ ୫ଟାଠାରୁ ରାତି ୮ଟା ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ତେଣୁ ଆସନ୍ତାକାଲି…
Read More...

ବାଂଲାଦେଶୀ ଇସ୍କନ ମନ୍ଦିର ପୋଡିବା ନେଇ ଗୃହ କମ୍ପାଇଲେ ସାଂସଦ ରୁଦ୍ର ନାରାୟଣ ପାଣି

ନୂଆଦିଲ୍ଲୀ : ଜଳୁଛି ବାଂଲାଦେଶ । ସାରା ଦେଶରେ ସୃଷ୍ଠି ହୋଇଛି ବ୍ୟାପକ ହିଂସାକାଣ୍ଡ । କେତେକ ବ୍ୟକ୍ତି ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରିବା ସହ ପୋଡାଜଳା ଓ ଭଙ୍ଗାରୁଜା କରିଛନ୍ତି । ବାଂଲାଦେଶର ଗୋଟିଏ ଇସ୍କନ ମନ୍ଦିର ଉପରେ ଆକ୍ରମଣ କରି ଭଙ୍ଗାରୁଜା କରିବା ସହ ତିନି ଠାକୁର ଶ୍ରୀ ଜଗନ୍ନାଥ,…
Read More...

ଆସନ୍ତା କାଲି ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ୪ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ଆସନ୍ତା କାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଏନେଇ ୪ଘଣ୍ଟା ବନ୍ଦ ରହିର ସାଧାରଣ ଦର୍ଶନ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଏହି ଗୁପ୍ତ ନୀତି ହେବ । ଏନେଇ ଅପରାହ୍ନ ୫ଘଟିକାରୁ ରାତ୍ର ୯ଟା ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ତେଣୁ ଏହି ସମୟରେ…
Read More...

ଗୁରୁବାର ଦିନ ହେବ ଶ୍ରୀଜିଉଙ୍କ ବନକଲାଗୀ ନୀତି

ପୁରୀ : ଆସନ୍ତା ଗୁରୁବାର ଦିନ ଶ୍ରୀମନ୍ଦୀରରେ ହେବ ମହାପ୍ରଭୁ ଜଗନ୍ନାଥଙ୍କ ବନକଲାଗୀ ନୀତି । ଶ୍ରୀମନ୍ଦୀର ଗୁପ୍ତ ନୀତି ସଂପାଦକ ଦତ୍ତ ମହାପାତ୍ର ସେବକ ଏହି ସୂଚନା ଦେଇଛନ୍ତି ।ଦତ୍ତ ମହାପାତ୍ରଙ୍କ ସୂଚନା ଅନୁସାରେ- ଶ୍ରୀମନ୍ଦିରରେ ଗୁରୁବାର ବନକଲାଗି ବା ଶ୍ରୀମୁଖ ଶିଙ୍ଗାର ବିଧି ରହିଛି ।…
Read More...

କୋଟି ଓଡିଆଙ୍କର ମଉଡମଣି ଭାବର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନ

କୋଟି ଓଡିଆଙ୍କର ମଉଡମଣି ଭାବର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ । ସେସିଆଲ ମିଡିଆରେ ଶ୍ରୀଜଗନ୍ନାଥଙ୍କ ଏକ ଭିଡିଓ ଖୁବ ଭାଇରାଲ ହେଇଛି । ଯେଉଁଠାରେ ଦେଖିବାକୁ ମିଳୁଛି ମହାପ୍ରଭୁଙ୍କୁ ଟ୍ରଲିରେ ବହୁଛନ୍ତି । ଏହି ଭିଡିଓଟି ଆସିବା ପରେ ଭକ୍ତଙ୍କ ମନରେ ଆଘାତ ହେଇଛି । ଆଜି ବୋଲି ନୁହେଁ ଆମେ…
Read More...

ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା, ଧାଡ଼ି ପହଣ୍ଡିରେ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ବାହୁଡା ଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ରହିଛି । ଜନ୍ମବେଦୀରୁ ରତ୍ନ ସିଂହାସନକୁ ଯିବେ ଚତୁର୍ଦ୍ଧାମୂରତି । ନବଦିନାତ୍ମକ ଯାତ୍ରା ସାରି ଶ୍ରୀଜୀଉ ଫେରିବେ । ପ୍ରଥମେ ଚକ୍ରରାଜ ସୁଦର୍ଶନ ଏବଂ ପରେ ବଡ ଭାଇ ବଳଭଦ୍ରଙ୍କ ପରେ ଆରମ୍ଭ ହୋଇଛି…
Read More...

ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜିଉ

ପୁରୀ: ଦେବସ୍ନାନ ପୂର୍ଣ୍ଣିମା ଲାଗି ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଦେବସ୍ନାନ ପୂର୍ଣ୍ଣିମା ଆଜି ସମ୍ପୂର୍ଣ୍ଣ ନୀତିବିଧି ସହକାରେ ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ସୁନା କୂଅର ୧୦୮ ଗରା…
Read More...

ଆଜି ଜଗନ୍ନାଥଙ୍କ ବନକଲାଗି ନୀତି

ବନକା ଲାଗି ହେଉଛି ମହା ପ୍ରଭୁଙ୍କ ଏକ ଗୁପ୍ତ ନୀତି । ଏହି ନୀତି ସମୟରେ ବିଜୟ ଦ୍ୱାର ବନ୍ଦ ରହିବ । ଦ୍ୱିତୀୟ ଭୋଗ ଶେଷ ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କୁ ଶ୍ରୀମୁଖ ଶୃଙ୍ଗାର କରିବେ । ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ…
Read More...