ଜେନେରାଲ ଦ୍ୱିବେଦୀଙ୍କ ନିକଟରୁ ଗୁରୁ ଦକ୍ଷିଣାରେ ପିଓକେ ମାଗିଲେ ଜଗତ୍ଗୁରୁ ରାମଭଦ୍ରାଚାର୍ଯ୍ୟ
ମଧ୍ୟପ୍ରଦେଶ-: ବୁଧବାର ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ମଧ୍ୟପ୍ରଦେଶର ଚିତ୍ରକୂଟ ସ୍ଥିତ ଜଗତ୍ଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ଆଶ୍ରମ ପରିଦର୍ଶନ କରିଥିବାବେଳେ ତାଙ୍କର ଆଶୀର୍ବାଦ ଲୋଡିଥିଲେ । ଏହି ଅବସରରେ ଜେନେରାଲ ଦ୍ୱିବେଦୀ ଆଶ୍ରମର ସାଧୁ ଓ ଅନ୍ତେବାସୀଙ୍କ ସହ ବିଭିନ୍ନ…
Read More...
Read More...