Browsing Tag

ITISHREE SETHI

ନିଜ ସରକାର ଉପରେ ଅସନ୍ତୋଷ ପ୍ରକାଶ କଲେ ପାକିସ୍ତାନ ନାଗରିକ

ନୂଆଦିଲ୍ଲୀ: ଭାରତର ଜି୨୦ ସମ୍ମିଳନୀର ଆୟୋଜନକୁ ଦେଖି ନିଜ ସରକାର ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପାକିସ୍ତାନୀ ନାଗରିକ। ଆଉ କହିଛନ୍ତି ପାକିସ୍ତାନ ନିଜ ସ୍ଥିତି ସୁଧାରିବାକୁ ହେଲେ ପଡୋଶୀଠାରୁ କିଛି ଶିଖିବା ଦରକାର । ବର୍ତ୍ତମାନ ପାକିସ୍ତାନର ସ୍ଥିତି ସୁଧୁରି ନଥିବାବେଳେ ଅନେକ ଘରକାରଣା…
Read More...

ସାତବର୍ଷ ବ୍ୟବଧାନରେ ମାଆ ଫେରି ପାଇଛି ତା ପୁଅକୁ

ସାଲେପୁର : ଦିର୍ଘ ଦିନର ବ୍ୟବଧାନ ପରେ ମାଆ ଫେରି ପାଇଛି ତା ପୁଅକୁ । ସାତବର୍ଷ ତଳେ କାମ କରିବା ପାଇଁ ଯାଇ ଆଉ ଫେରି ନଥିଲେ ପୁଅ । ଆଉ ଏବେ ପୁଅକୁ ପାଇ ଖୁସିରେ ଆତ୍ମହରା ମାଆ । ଆମେ କହୁଛୁ ସାଲେପୁର ବ୍ଳକ ଅନ୍ତର୍ଗତ ମିର୍ଜାପୁର ପଞ୍ଚାୟତ ଅଧିନସ୍ତ ଧର୍ମାଗତପୁର ଗ୍ରାମର ଗୋଲାପ ମଞ୍ଜରୀଙ୍କ…
Read More...

୧୦ ହଜାର ଫୁଟ୍ ଉପରେ ଉଡ଼ିଲା ଜି-୨୦ ସମ୍ମିଳନୀ ପତାକା

ନୂଆ ଦିଲ୍ଲୀ: ୧୦ ହଜାର ଫୁଟ୍ ଉପରେ ଉଡ଼ିଲା ଜି-୨୦ ସମ୍ମିଳନୀ ପତାକା । ଗତକାଲି ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଉଡ଼ାଇଲେ ପତାକା । ଆଜିଠୁ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ରହିଥିବାବେଳେ ଏହାକୁ ନେଇ ଜି-୨୦ର ପତାକା ପ୍ରଦର୍ଶନ କରାଯାଇଛି । ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର…
Read More...

ଆଫ୍ରିକୀୟ ଦେଶ ମରକ୍କୋରେ ଭୟଙ୍କର ଭୂମିକମ୍ପ

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ମରକ୍କୋରେ ଭୟଙ୍କର ଭୂମୀକମ୍ପ । ଭୟଙ୍କର ଭୂମିକମ୍ପରେ ଥରିଲା ମରକ୍କୋ। ରିକ୍ଟର ସ୍କଲରେ ୬ ଦଶମିକ ୮ ତୀବ୍ରତାର ଭୂମିକମ୍ପ ହୋଇଥିବା ଜାଣିବାକୁ ମିଳିଛି । ଏହି ଭୂମିକମ୍ପରେ ବଡବଡ କୋଠା ଭୁଶୁଡିଥିବାବେଳେ ଅନେକ ଲୋକଙ୍କ ଜୀବନ ଯାଇଛି। ବର୍ତ୍ତମାନ ସୁଦ୍ଧା ୨୯୬…
Read More...

କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ମୃତ

କେନ୍ଦୁଝର/ ବିଜୟ କୁମାର କାରୁଆ: ହାତୀ ଆକ୍ରମଣରେ ଜଣେ ମୃତ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ସାହାରପଡା ବନପାଳ ଅଞ୍ଚଳରେ ।  ମୃତକ ଜଣକ କଟାବେଡ଼ା ଗ୍ରାମର କ୍ଷୀରୋଦ ମହାନ୍ତ ବୋଲି ଜଣାପଡିଛି। ତେବେ ସାହାରପଡା ବନବିଭାଗ ଅନ୍ତର୍ଗତ କଟାବେଡା ଗ୍ରାମ ଜଙ୍ଗଲ ନିକଟରେ…
Read More...

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗଲ୍ଫ ଖେଳିଲେ ଧୋନୀ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ସହ ଧୋନୀଙ୍କ ଗଲ୍ଫ ଖେଳ । ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ୍ ର ଖେଳ ଦୁନିଆରେ ସମସ୍ତଙ୍କର ପ୍ରିୟ ରହିଥିବାବେଳେ ଏବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗଲ୍ଫ ଖେଳୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଯାହାର…
Read More...

କଲମ୍ବୋରେ ଭାରତ ଓ ପାକିସ୍ତାନ କ୍ରିକେଟ୍ ମ୍ୟାଚ୍

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ଦେଖିବା ପାଇଁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ସବୁବେଳେ ଖୁବ୍ ଉତ୍ସାହ ରହିଥିବାବେଳେ ପୁଣି ରବିବାର ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଭାରତ ଓ ପାକିସ୍ତାନ ଟକ୍କର ଦେଖିବାକୁ ମିଳିବ । କଲମ୍ବୋର ଆର୍ ପ୍ରେମାଦାସା ଷ୍ଟାଡିୟମ୍ରେ ଏହି ମ୍ୟାଚ୍…
Read More...

ନୂଆଦିଲ୍ଲୀରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । କଡା ସୁରକ୍ଷା ବଳୟରେ ଭାରତରେ ପହଞ୍ଚି ସାରିଛନ୍ତି ଆମେରିକା ରାଷ୍ଟ୍ରପତି । ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ ବିମାନ”ଏୟାରଫୋର୍ସ ୱାନ ‘ ଭାରିରେ ପହଞ୍ଚି ସାରିଛି । ଆଉ ଏଥିରେ ଆମେରିକାରୁ ଯାତ୍ରା କରି ଭାରତ…
Read More...

ବିଶ୍ୱ ସ୍ତରରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ

ନୂଆଦିଲ୍ଲୀ: ଆଜି ଆନ୍ତର୍ଜାତୀୟ ସାକ୍ଷରତା ଦିବସ। ସାକ୍ଷରତା ଶବ୍ଦ ସାକ୍ଷର ଶବ୍ଦରୁ ଉତ୍ପନ୍ନ, ଯାହାର ଅର୍ଥ ଅକ୍ଷର ବୁଝିବାରେ ସକ୍ଷମ ବ୍ୟକ୍ତି ଅର୍ଥାତ୍ ଯିଏ ପଢିବା ଏବଂ ଲେଖିବାରେ ସକ୍ଷମ। ତେବେ ଆଜିର ଏହି ଅବସରରେ ସମାଜରେ ଶିକ୍ଷାର ମହତ୍ତ୍ୱ ବାବଦରେ ପ୍ରଚାର କରାଯାଏ। ଆଉ ପ୍ରତିବର୍ଷ…
Read More...

ରାଜ୍ୟର ଅଧିକାଂଶ ଜିଲ୍ଲାରେ ଲାଗି ରହିଛି ବର୍ଷା

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡିଶା ଏବଂ ଛତିଶଗଡ ନିକଟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଛି । ଉପକୂଳ ଓଡିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେଉଛି । ୧ ସେପ୍ଟେମ୍ବରରୁ ଏବେ ଯାଏ ରାଜ୍ୟରେ ୮୪.୬ ମିମି ବର୍ଷା…
Read More...