ମା’ର ମୃତ୍ୟୁପରେ ପେନସନ ପାଇଁ ମା’ର ବେଶ ନେଉଥିଲା ପୁଅ!
୩ ବର୍ଷ ପୂର୍ବରୁ ମରି ସାରିଛନ୍ତି ମା’। ହେଲେ ମାଆ ପାଉଥିବା ପେନସନ୍ ଟଙ୍କାକୁ ହଡ଼ପ୍ କରିବା ପାଇଁ ମୃତ ମାଆକୁ ଜିବୀତ ରଖିଥିଲା ପୁଅ। ଏକ ଭୟଙ୍କର ପ୍ରତାରଣା ମାମଲାରେ, ଇଟାଲୀର ବୋର୍ଗୋ ଭିର୍ଜିଲିଓର ଜଣେ 57 ବର୍ଷୀୟ ବେକାର ପୂର୍ବତନ ନର୍ସ ତାଙ୍କ ଡାକ୍ତରୀ ବିଶେଷଜ୍ଞତାକୁ ବ୍ୟବହାର କରି…
Read More...
Read More...