Browsing Tag

ISRO

ଇସ୍ରୋର PSLV-C62 ମିଶନ୍ ଫେଲ୍

ଇସ୍ରୋର PSLV-C62 ମିଶନ୍ ଫେଲ୍ । ଇସ୍ରୋର PSLV-C62 ମିଶନର PS3 ଷ୍ଟେଜରେ ଅନିୟନ୍ତ୍ରିତ ହୋଇଥିବା ସୂଚନା ମିଳିଛି । ବୈଷୟିକ ତ୍ରୁଟି କାରଣରୁ କକ୍ଷପଥରେ ପହଁଞ୍ଚିପାରିଲାନି ଅନ୍ବେଷା । ତେବେ ମିଶନରେ କେଉଁଠି ତ୍ରୁଟି ରହିଲା ତାହାର ତର୍ଜମା କରୁଛି ଇସ୍ରୋ । ନିୟନ୍ତ୍ରଣ ହରାଇ ହେଲା ଦିଗହରା…
Read More...

ବର୍ଷର ପ୍ରଥମ ମିଶନ ‘ଅନ୍ବେଷା’ ଉପଗ୍ରହ ଉତ୍‌କ୍ଷେପଣ କରି ଇତିହାସ ରଚିବ ଇସ୍ରୋ

ଶ୍ରୀହରିକୋଟା: ବର୍ଷର ପ୍ରଥମ ମିଶନ ଲଞ୍ଚ୍‌ କରିବାକୁ ଇସ୍ରୋ ପ୍ରସ୍ତୁତ । ଆଜି 'ଅନ୍ବେଷା' ଉପଗ୍ରହ ଉତ୍‌କ୍ଷେପଣ କରି ଇତିହାସ ରଚିବ ଇସ୍ରୋ । PSLV-C 62 ରକେଟ୍ ଜରିଆରେ ହେବ ଉତ୍‌କ୍ଷେପଣ । ଆନ୍ଧ୍ର ଶ୍ରୀହରିକୋଟାରୁ ଦିନ ୧୦ଟା ୧୭ ମିନିଟ୍‌ରେ ହେବ ଉତ୍‌କ୍ଷେପଣ । ରାଷ୍ଟ୍ରୀୟ ସୁରକ୍ଷାକୁ…
Read More...

ଏଣିକି ମହାକାଶରୁ ମିଳିବ ହାଇସ୍ପିଡ ମୋବାଇଲ ଇଣ୍ଟରନେଟ ସେବା

ଏଣିକି ମହାକାଶରୁ ହାଇସ୍ପିଡ ମୋବାଇଲ ଇଣ୍ଟରନେଟ ସେବା ମିଳିବ । ବର୍ଷର ଶେଷ ମିଶନରେ ଇତିହାସ ରଚିଲା ଇସ୍ରୋ । ଲଞ୍ଚ ହେଲା କମ୍ୟୁନିକେସନ ସାଟେଲାଇଟ୍‌ ବ୍ଲୁ ବାର୍ଡ-୬ ଉପଗ୍ରହ । ଇସ୍ରୋ ଆଜି ଲଞ୍ଚ କଲା ବ୍ଲୁ ବାର୍ଡ । ଇସ୍ରୋର ଏହି ବାଣିଜ୍ୟିକ ମିଶନ ସକାଳ ୮ଟା ୫୫ ମିନିଟ୍ ୩୦ ସେକେଣ୍ଡରେ…
Read More...

ନାସା-ଇସ୍ରୋର ମିଳିତ ସାଟେଲାଇଟ୍, ଆଜି ହେବ NISARର ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ଆଜି ଉତ୍‌କ୍ଷେପଣ ହେବ ନିସାର୍‌(NISAR) ଉପଗ୍ରହ । ଶ୍ରୀହରିକୋଟ୍ଟା ସ୍ପେଶ୍ ଷ୍ଟେସନ୍‌ରୁ ଅପରାହ୍ନ ୫ଟା ୪୦ରେ ହେବ ଲଞ୍ଚ୍ । GSLV-F16 ଜରିଆରେ ମହାକାଶ ପଠାଯିବା ଉପଗ୍ରହ । ତେବେ ISRO ଏବଂ NASAର ମିଳିତ ବିକଶିତ ମିଶନ୍ ହେଉଛି ଏହି ନିସାର୍ ମିଶନ । ଏହି ଉପଗ୍ରହ ପୃଥିବୀ ଉପରେ…
Read More...

ସଫଳ ହୋଇପାରିଲାନି EOS-09 ଉପଗ୍ରହ ଉତକ୍ଷେପଣ

ଶ୍ରୀହାରିକୋଟା-: ସଫଳ ହେଲାନି ଇସ୍ରୋ ମିଶନ । ହୋଇପାରିଲାନି EOS-09 ଉପଗ୍ରହ ଉତକ୍ଷେପଣ । ଉତକ୍ଷେପଣ ବେଳେ ତୃତୀୟ ସୋପାନରେ ବାଧା ଉପୁଜିଛି । ୧୦୧ ତମ ସାଟେଲାଇଟ ଲଞ୍ଚ କରିଥିଲା ଇସ୍ରୋ । PSLV-C61 ରକେଟ ସୟାୟତାରେ ଉତକ୍ଷେପଣ ହୋଇଥିଲା । ସକାଳ ୫ଟା ୫୯ ମିନିଟ ବେଳେ ଶ୍ରୀହରିକୋଟାର ସତୀଶ…
Read More...

ଭାରତର ସୀମା ଏବଂ ଉପକୂଳ ନିରୀକ୍ଷଣକୁ ବୃଦ୍ଧି କରିବ EOS-୦୯ ଉପଗ୍ରହ

ହାଇଦ୍ରାବାଦ-: ଭାରତର ରଣନୈତିକ ନିରୀକ୍ଷଣ କ୍ଷମତାକୁ ବୃଦ୍ଧି କରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) । ଆସନ୍ତା ରବିବାର ୧୮ ତାରିଖ ସକାଳ ୬.୫୯ଟାରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ PSLV-C61…
Read More...

ଭାରତର ସ୍ଥଳ ସୀମା ଓ ଜଳ ସୀମା ଉପରେ ୨୪ ଘଣ୍ଟିଆ ନଜର ରଖିଛି ଇସ୍ରୋ

ନୂଆଦିଲ୍ଲୀ-: ମଣିପୁର ଇମ୍ଫାଲରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ ଯୋଗଦେଇ ବଡ଼ ଦେଶବାସୀଙ୍କୁ ବଡ଼ ସୂଚନା ଦେଇଛନ୍ତି । ଇସ୍ରୋ ଭାରତର ସ୍ଥଳ ସୀମା ଏବଂ ଜଳ ସୀମା ଉପରେ ୨୪ ଘଣ୍ଟିଆ ନଜର ରଖିଥିବା ଇସ୍ରୋ ଅଧ୍ୟକ୍ଷ ପ୍ରକାଶ…
Read More...

ଆମେରିକା, ଋଷ୍ ଓ ଚୀନ୍ ପରେ ଭାରତ ମହାକାଶରେ ଡକିଂ ସମ୍ପର୍କିତ ପରୀକ୍ଷା କରିଥିବା ଚତୁର୍ଥ ଦେଶ

ନୂଆଦିଲ୍ଲୀ-: ସୋମବାର ଇତିହାସ ରଚି ଇସ୍ରୋ ମହାକାଶ କ୍ଷେତ୍ରରେ ଆଉ ଏକ ଉପଲବ୍ଧି ହାସଲ କରିଛି । ଇସ୍ରୋ ୨ଟି ଉପଗ୍ରହକୁ ସଲଗ୍ନ କରିବା(ସ୍ପେଡେକ୍ସ) ମିଶନରେ ଦ୍ବିତୀୟ ଥର ଉପଗ୍ରହର ଡକିଂ ସଫଳତାପୂର୍ବକ ପୁରା କରିଛି । ଏକ ମହାକାଶ ମିଶନକୁ ସଫଳ କରିବା ପାଇଁ ରକେଟ କିମ୍ବା ମହାକାଶକୁ…
Read More...

 ମହାକାଶରେ ସ୍ପେଡେକ୍ସ ମିଶନ ସଫଳ କଲା ଇସ୍ରୋ

ନୂଆଦିଲ୍ଲୀ:  ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ସ୍ପେଶ୍‌ ଡକିଂ ଏକ୍ସପେରିମେଣ୍ଟ (ସ୍ପେଡେକ୍ସ) ମିଶନ ସଫଳ ହୋଇଛି। ମହାକାଶରେ ଭାରତ ପ୍ରଥମ ଥର ଲାଗି ଦୁଇଟି ସାଟେଲାଇଟ ବା ଉପଗ୍ରହକୁ ଡକିଂ କରାଇବାରେ ସଫଳତା ହାସଲ କରିଛି। ଏହି ସଫଳତା ସହ ସ୍ପେସ୍ ଡକିଂ କ୍ଷେତ୍ରରେ ବିଶ୍ବର…
Read More...

ସ୍ୱାଧୀନତା ଦିବସରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିବ ଇସ୍ରୋ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ସ୍ୱାଧୀନତା ଦିବସରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ଯାଉଛି । ଏହି ଦିନ ଏସଏସଏଲଭି-ଡି୩ ରକେଟରେ ଉତକ୍ଷେପଣ ହେବ । ଆର୍ଥ ଅବଜର୍ଭେସନ ସାଟେଲାଇଟ ଇଓଏସ-୦୮ । ଶ୍ରହରି କୋଟାରୁ ସକାଳ ୯ଟା ୧୭ରେ ଏହି ଲଞ୍ଚ ହେବ । ଏହା ସ୍ମଲ ସାଟେଲାଇଟ ଲଞ୍ଚ…
Read More...