Browsing Tag

israel

ମଧ୍ୟପ୍ରାଚ୍ୟରେ ବଢିଚାଲିଛି ଉତେଜନା ଆଉ ଦିନକୁ ଦିନ ଏହାର ସ୍ଥିତି ଜଟିଳ ହେଉଛି ।

ମଧ୍ୟପ୍ରାଚ୍ୟରେ ବଢିଚାଲିଛି ଉତେଜନା ଆଉ ଦିନକୁ ଦିନ ଏହାର ସ୍ଥିତି ଜଟିଳ ହେଉଛି । ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକାର ସେନା ଇରାନର ଖାର୍ଗ ଦ୍ୱୀପରେ ପ୍ରବଳ ବୋମା ମାଡ଼ କରିଛି। ଇରାନ ଖାର୍ଗ ଦ୍ୱୀପରେ…
Read More...

ଶରଣାର୍ଥୀ ସ୍ୱାସ୍ଥ୍ୟ ଶିବିର ଉପରେ ଆକ୍ରମଣ କଲା ଇସ୍ରାଏଲ

ଗାଜା-: ଗାଜା ଉପରେ ପୁଣି ଇସ୍ରାଏଲର ଆକ୍ରମଣ । ଶରଣାର୍ଥୀ ସ୍ୱାସ୍ଥ୍ୟ ଶିବିର ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ । ଆକ୍ରମଣରେ ୨୬ ମୃତ୍ୟୁବରଣ କରିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଏହି ଆକ୍ରମଣ ଗାଜା ହ୍ୟୁମାନିଟାରିଆନ୍ ଫାଉଣ୍ଡେସନ୍ (ଜିଏଚଏଫ) ଦ୍ୱାରା ପରିଚାଳିତ ଏକ ସହାୟତା ବଣ୍ଟନ…
Read More...

୪ ଘଂଟା ଲେଖାଏ ଯୁଦ୍ଧ ବିରତି

ନୂଆଦିଲ୍ଲୀ: ଭୟଙ୍କର ହେବାରେ ଲାଗିଛି ଇସ୍ରାଏଲ ହମାସ ଯୁଦ୍ଧ । ଏବେ ଗାଜା ସହର ଭିତରେ ପଶି ସ୍ଥଳ ଅଭିଯାନ ଜାରି ରଖିଛି ଇସ୍ରାଏଲ ସେନା । ଜଳ, ସ୍ଥଳ ଆକାଶ ସବୁଆଡ଼ୁ ଗାଜା ଉପରେ ଆକ୍ରମଣ କରୁଛି ଇସ୍ରାଏଲ । ହମାସର ୬୦ଟି କମାଣ୍ଡରଙ୍କୁ ନିପାତ କରିବାରେ ସଫଳ ହୋଇଥିବା ଦାବି କରିଥିଲା ଆଇଡ଼ିଏଫ ।…
Read More...

ଇସ୍ରାଏଲ ଡାକ୍ତରଙ୍କ ବିରଳ ଅସ୍ତ୍ରୋପଚାର: ମେରୁଦଣ୍ଡ ସହ ଯୋଡ଼ାହେଲା କଟା ମୁଣ୍ଡ

ଜେରୁଜେଲମ: ଦେବଦୂତ ସାଜିଲେ ଇସ୍ରାଏଲର ଡାକ୍ତର । ନୂଆ ଜୀବନ ପାଇଲା ୧୨ବର୍ଷର ବାଳକ । ଏକ ବିରଳ ଏବଂ ସବୁଠାରୁ ଜଟିଳ ଅସ୍ତ୍ରୋପଚାରକୁ ସଫଳତାର ସହ ଶେଷ କରିଛନ୍ତି ଇସ୍ରାଏଲ ଡାକ୍ତର । ଡାକ୍ତରମାନେ ୧୨ ବର୍ଷର ଶିଶୁ ସୁଲେମାନ ହସନର ମୁଣ୍ଡକୁ ପୁଣିଥରେ ଯୋଡ଼ିବାରେ ସଫଳ ହୋଇଛନ୍ତି। ଦୁର୍ଘଟଣାରେ…
Read More...