Browsing Tag

israel

ଶରଣାର୍ଥୀ ସ୍ୱାସ୍ଥ୍ୟ ଶିବିର ଉପରେ ଆକ୍ରମଣ କଲା ଇସ୍ରାଏଲ

ଗାଜା-: ଗାଜା ଉପରେ ପୁଣି ଇସ୍ରାଏଲର ଆକ୍ରମଣ । ଶରଣାର୍ଥୀ ସ୍ୱାସ୍ଥ୍ୟ ଶିବିର ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ । ଆକ୍ରମଣରେ ୨୬ ମୃତ୍ୟୁବରଣ କରିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଏହି ଆକ୍ରମଣ ଗାଜା ହ୍ୟୁମାନିଟାରିଆନ୍ ଫାଉଣ୍ଡେସନ୍ (ଜିଏଚଏଫ) ଦ୍ୱାରା ପରିଚାଳିତ ଏକ ସହାୟତା ବଣ୍ଟନ…
Read More...

୪ ଘଂଟା ଲେଖାଏ ଯୁଦ୍ଧ ବିରତି

ନୂଆଦିଲ୍ଲୀ: ଭୟଙ୍କର ହେବାରେ ଲାଗିଛି ଇସ୍ରାଏଲ ହମାସ ଯୁଦ୍ଧ । ଏବେ ଗାଜା ସହର ଭିତରେ ପଶି ସ୍ଥଳ ଅଭିଯାନ ଜାରି ରଖିଛି ଇସ୍ରାଏଲ ସେନା । ଜଳ, ସ୍ଥଳ ଆକାଶ ସବୁଆଡ଼ୁ ଗାଜା ଉପରେ ଆକ୍ରମଣ କରୁଛି ଇସ୍ରାଏଲ । ହମାସର ୬୦ଟି କମାଣ୍ଡରଙ୍କୁ ନିପାତ କରିବାରେ ସଫଳ ହୋଇଥିବା ଦାବି କରିଥିଲା ଆଇଡ଼ିଏଫ ।…
Read More...

ଇସ୍ରାଏଲ ଡାକ୍ତରଙ୍କ ବିରଳ ଅସ୍ତ୍ରୋପଚାର: ମେରୁଦଣ୍ଡ ସହ ଯୋଡ଼ାହେଲା କଟା ମୁଣ୍ଡ

ଜେରୁଜେଲମ: ଦେବଦୂତ ସାଜିଲେ ଇସ୍ରାଏଲର ଡାକ୍ତର । ନୂଆ ଜୀବନ ପାଇଲା ୧୨ବର୍ଷର ବାଳକ । ଏକ ବିରଳ ଏବଂ ସବୁଠାରୁ ଜଟିଳ ଅସ୍ତ୍ରୋପଚାରକୁ ସଫଳତାର ସହ ଶେଷ କରିଛନ୍ତି ଇସ୍ରାଏଲ ଡାକ୍ତର । ଡାକ୍ତରମାନେ ୧୨ ବର୍ଷର ଶିଶୁ ସୁଲେମାନ ହସନର ମୁଣ୍ଡକୁ ପୁଣିଥରେ ଯୋଡ଼ିବାରେ ସଫଳ ହୋଇଛନ୍ତି। ଦୁର୍ଘଟଣାରେ…
Read More...