Browsing Tag

Iran

ହିଜାବ ବିରୋଧୀ ଆନ୍ଦୋଳନରେ ୧୪ ବିଦେଶୀ ଗିରଫ

ବ୍ୟୁରୋ: ଇରାନରେ ଚାଲିଥିବା ହିଜାବ ବିରୋଧୀ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାର ଲାଗିଛି । ଏହି ଆନ୍ଦୋଳନରେ ଆଜି ୧୪ ଜଣ ବିଦେଶୀଙ୍କୁ ଗିରଫ କରାଯାଇଛି । ଏହା ପଛରେ ବିଦେଶୀ ଶକ୍ତି ଥିବା ପୂର୍ବରୁ ଅଭିଯୋଗ କରି ଆସୁଥିଲେ ଇରାନ ସରକାର । ଆମେରିକୀୟ, ବ୍ରିଟିଶ,ଫ୍ରାନ୍ସ ଓ ଆଫଗାନିସ୍ତାନ ଭଳି…
Read More...

ଇରାନରେ ଉଗ୍ର ରୂପ ନେଉଛି ହିଜାବ ବିରୋଧୀ ଆନ୍ଦୋଳନ

ବ୍ୟୁରୋ :ଇରାନରେ ଆରମ୍ଭ ହୋଇଥିବା ହିଜାବ ବିରୋଧୀ ଆନ୍ଦୋଳନ ଏବେ ଉଗ୍ର ରୂପ ନେଇଛି । ଏହି ଆନ୍ଦୋଳନରେ ମୋଟ ୧୦୮ ଜଣ ମୃତ୍ୟୁବରଣ କରିସାରିଛନ୍ତି । ୧୦୦୦ରୁ ଅଧିକ ଆନ୍ଦୋଳନକାରୀ ଆହତ ହୋଇଥିବା ବେଳେ ଅନେକ ମୃତ୍ୟୁ ସହିତ ସଂର୍ଘଷ କରୁଛନ୍ତି । ଆନ୍ଦୋଳନକୁ ପ୍ରତିହତ କରିବା ପାଇଁ ବିପୁଳ ପରିମାଣର…
Read More...

ହିଜାବ୍ ଘଟଣାରେ ସରକାରଙ୍କୁ ଘେରିଲେ ଇରାନ ଛାତ୍ରୀ

ହିଜାବ୍ ଆଇନକୁ ନେଇ ଇରାନ ସରକାରଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ଇରାନର ରାଜଧାନୀ ତେହେରାନ୍ ଉପନଗରୀ କରଜରେ ସ୍କୁଲ ଛାତ୍ରୀମାନେ ଏହି ଆନ୍ଦୋଳନକୁ ତୀବ୍ର ରୂପ ଦେଇଥିଲେ । ଏକଚ୍ଛତ୍ରବାଦୀର ମରଣ ହେଉ ସ୍ଲୋଗାନରେ ରାଜରାସ୍ତାରେ ନାରୀ ଶକ୍ତି ପ୍ରଦର୍ଶନ କରିଥିଲେ…
Read More...