IPL ୨୦୨୬ରେ ଖେଳିବେ ନା ନାହିଁ ଧୋନି, ଘୋଷଣା କଲେ CSK ମାଲିକ
ନୂଆଦିଲ୍ଲୀ: ଆଇପିଏଲ୍ର ବରିଷ୍ଠ ଖେଳାଳି ମହେନ୍ଦ୍ର ସଂହ ଧୋନୀ । ସିଏସ୍କେ ସହ ଅନେକ ବର୍ଷ ଧରି ଜଡ଼ିତ ଥିବା ଧୋନିଙ୍କୁ ବର୍ଷକୁ ଥରେମାତ୍ର ଦେଖିବା ପାଇଁ ଫ୍ୟାନ୍ସଙ୍କ ଗହଳି ଲାଗେ । ସବୁବେଳେ ଆଇପିଏଲ୍ ସରିବା ପରେ ଚର୍ଚ୍ଚା ହୁଏ ଯେ, ଆଗାମୀ ବର୍ଷ ଧୋନୀଙ୍କ ଖେଳ ଦେଖିବାକୁ ମିଳିବ ନା ନାହିଁ…
Read More...
Read More...