Browsing Tag

IPL

କେ ଏଲ ରହୁଲଙ୍କ ଜାଗା ନେବେ ଇଶାନ କିଶାନ୍

ନୂଆଦିଲ୍ଲୀ: ବ୍ୟାଟ୍ସମ୍ୟାନ ତଥା ୱିକେଟ କିପର ଇଶାନ କିଶାନ୍ ଖେଳିବେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ(WTC)ଫାଇନାଲ । କେଏଲ ରହୁଳଙ୍କ ବଦଳରେ ଇସାନ କିସାନ ଖେଳିବେ ଡଞଉ ଏହାର ନିର୍ଣ୍ଣୟ ନେଇଛନ୍ତି ଅଲ ଇଣ୍ଡିଆ ସିନିଅର କମିଟି ଦ୍ୱାରା । ଜୁନ ୭ରୁ ୧୧ ଯାଏ ଏହି ମ୍ୟାଚ ଓଭାଲରେ ଖେଳାଯିବ ।…
Read More...

ସ୍ଲୋ ଓଭର ପାଇଁ ନୀତୀଶ ରାଣାଙ୍କୁ ୧୨ ଲକ୍ଷ ଟଙ୍କା ଫାଇନ

କୋଲକାତା ନାଇଟ ରାଇଡର୍ସ ଅଧିନାୟକ  ନିତୀଶ ରାଣାଙ୍କୁ ବଡ ଝଟକା ।ନୀତୀଶ ରାଣାଙ୍କ ସ୍ଲୋ ଓଭର ଯୋଗୁଁ ତାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି ।ଆଇପିଏଲ ୨୦୨୩ରେ ସୋମବାର ଖେଳାଯାଇଥିବା ମ୍ୟାଚରେ କେଲକାତା ନାଇଇଟ ରାଇଡର୍ସକୁ ପଞ୍ଜାବକୁ ୫ୱିକେଟରେ ହରାଇଛି । ଆଉ ପ୍ଲେ ଅଫରେ ଖେଳିବାର…
Read More...

ଟିମ ଇଣ୍ଡିଆକୁ ବଡ ଝଟକା

ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜାଏଣ୍ଟସର ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚର ଫିଲ୍ଡିଂ ବେଳେ କେ ଏଲ ରାହୁଲଙ୍କ ଡାହାଣ ଜଂଘରେ ଆଘାତ ଲାଗିଥିଲା । ଫାଫ୍ ଡୁ ପ୍ଲେସିସ୍ ଏକ୍ସଟ୍ରା କଭରରେ ଖେଳିଥିବା ସଟକୁ ରାହୁଲ ରୋକିବାକୁ ଉଦ୍ୟମ କରିଥିବା ବେଳେ ଆହତ ହୋଇଥିଲେ। ଜୁନ୍ ୭ରେ ଓଭାଲରେ…
Read More...

ବିରାଟ- ଗୌତମଙ୍କୁ ଅଧିକ ଦଣ୍ଡ ମିଳୁ

ରବିବାର ମ୍ୟାଚରେ ଲକ୍ଷେ୍ନø ସୁପର ଜିଆଣ୍ଟ ଓ ରୋୟାଲ ଚ୍ୟାଲେଞ୍ଜର ବ୍ୟଙ୍ଗଲୋର ମଧ୍ୟରେ ହୋଇଥିବା ମ୍ୟଚରେ ଆରସିବି ଜିତିଥିଲା । ଜିତିବା ପରେ ପରମ୍ପରା ରହିଛ ଦୁଇଟି ଟିମ ପରସ୍ପରକୁ ହାତ ମେଳାଇବେ । ଠିକ ସେତିବି ବେଳେ ବିରାଟ କୋହଲୀ ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଉତ୍ତେଜନ୍ନା ମୂଳକ କଥା କଟାକଟି…
Read More...

ଶୁଭମନ୍-ଇସାନ ପରସ୍ପରକୁ ଚାପୁଡା ମାରିଲେ ।

ଭାରତୀୟ କ୍ରିକେଟ ଟିମରେ ଶୁଭମନ ଗିଲ ଓ ଇସାନ କିଶାନ ଉଭୟ ଭଲ ଖେଳାଳୀ ଭାବେ ଫିଲ୍ଡରେ ପଡ଼ିଆରେ ସେମାନଙ୍କ ଭଲ ପରଫରର୍ମାନ୍ସ ଦେଖିବାକୁ ମିଳିଥାଏ ।ପଡିଆରେ ଉଭୟ ପ୍ରତିଯୋଗୀ ହୋଇଥିଲେ ମଧ୍ୟ ସେମାନେ ପରସ୍ପରର ଭଲ ବନ୍ଧୁ ।ଏମାନଙ୍କର ଏହି ବନ୍ଧୁତ୍ୱ ଖାଲି ଫିଲ୍ଡରେ ନୁହେଁ ବାହାରେ ମଧ୍ୟ ଦେଖିବାକୁ…
Read More...

ଲକ୍ଷ୍ନୌର ସର୍ବୋଚ୍ଚ ସ୍କୋର

ଗତକାଲି ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଲକ୍ଷ୍ନୌର  ସର୍ବୋଚ୍ଚ ସ୍କେର କରି ଜିତିଛି ।ମ୍ୟାଚ୍ରେ ଚୌକା, ଛକା ବର୍ଷା କରି ଲକ୍ଷ୍ନୌ ୨୫୭/୫ ସ୍କୋର କରିଥିଲା। ଲକ୍ଷ୍ନୌ ପାଳିରେ ୨୭ ଚୌକା ଓ ୧୪ ଛକା ସାମିଲ ଥିଲା।ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପଞ୍ଜାବ…
Read More...

ରାଜସ୍ଥାନ ଠାରୁ ପରାସ୍ତ ହେଲା ଚେନ୍ନାଇ

ଚଳିତ ଆଇପିଏଲରେ ରାଜସ୍ଥାନ ରୋୟାଲଠାରୁ ଚେନ୍ନାଇ ୩୨ରନରେ ହାରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ରାଜସ୍ଥାନ ଯଶସ୍ବୀ ଜୟସ୍ବାଲଙ୍କ ଦ୍ରୁତ ଅର୍ଦ୍ଧଶତକ ସାଙ୍ଗକୁ ନିମ୍ନକ୍ରମରେ ଧଅୁବ ଜୁରେଲ ଓ ଦେବଦତ୍ତ ପଡ଼ିକଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୨୦୨/୫ କରିଥିଲା। ଜବାବରେ ସିଏସ୍କେ ପାଳି…
Read More...

ଟିମ ଉପରେ ବର୍ଷିଲେ ବିରାଟ

କୋଲକାତା ଚାରୋଟି ମ୍ୟାଚହାରିବା ପରେ ଗତକାଲି ବାଙ୍ଗଲୋର ବିପକ୍ଷରେ ହୋଇଥିବା ମ୍ୟାଚରେ କୋଲକାତା ପ୍ରଥମ ବିଜୟ ହାସଲ କରିଛି ।ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଲା ଯାଇଥିଲା । ଗତକାଲି ଅରସିବିକୁ ଜିତିବାକୁ ୨୦୦ ରନ ଆବଶ୍ୟକ ଥିବା ବେଳେ ମାତ୍ର ୧୭୯ ରନ କରିଥିଲେ । ଗତ…
Read More...

ରାଜସ୍ଥାନ ଓ ଚେନ୍ନାଇ ମଧ୍ୟରେ ଟକ୍କର

ଆଜି ଚେନ୍ନାଇ ସୁପର କିଙ୍ଗ ଓ ରାଜସ୍ଥାନ ରୋୟାଲ ମୁହାଁ ବେବେ । ଚେନ୍ନାଇ ଓ ରାଜସ୍ଥାନ ସାତୋଟି ଟି ମ୍ୟାଚ ଖେଳିଛନ୍ତି । ଚେନ୍ନାଇ ସାତେଟି ମ୍ୟାଚରୁ ୫ଟି ଜିତିଛି ଦୁଇଟି ହାରି ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ରହିଛି । ସେହିପରି ରାଜସ୍ଥାନ ସାତୋଟ ଟି ମ୍ୟାଚ ଖେଳି ଚାରୋଟି ଜିତିଛି ତିନିଟି…
Read More...

ଧୋନିଙ୍କ ବୟାନକୁ ନେଇ ଚର୍ଚ୍ଚା

ଗତ କାଲି ସନରାଇଜର୍ସକୁ ଜିତିବା ପରେ ଧୋନିଙ୍କ ବୟାନକୁ ନେଇ ଚର୍ଚ୍ଚା ।ଗତକାଲି ଧୋନି ସନରାଇଜର୍ସକୁ ହାଇଦ୍ରାବାଦକୁ ୮ ୱିକେଟରେ ହରାଇଛନ୍ତି । ଖେଳ ଜିତିବା ପରେ ଧୋନି କହିଥିିଲେ ‘ଏହା ମୋ କ୍ୟାରିୟରର ଶେଷ ପର୍ଯ୍ୟାୟ’ । ଏହି ବୟାନ ପରେ ଧୋନିଙ୍କ ଫ୍ୟାନ ମାନେ ଆକଳନ କରୁଛନ୍ତି ଏହା ବୋଧେ…
Read More...