Browsing Tag

IPL

IPL ଖେଳିବେ ପାକିସ୍ତାନୀ ଖେଳାଳି!

ବ୍ୟୁରୋ : ନିଜ ଦେଶ ଛାଡି ଆଇପିଏଲରେ ଖେଳିବେ ପାକିସ୍ତାନୀ ଖେଳାଳି । ଭାରତରେ ଜଲୱା ଦେଖାଇବେ ଖେଳାଳି । ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆପଣ ଭାବୁଥିବେ ଯେ ପାକିସ୍ତାନୀ ଖେଳାଳିଙ୍କୁ ଆଇପିଏଲ ଖେଳିବା ମନା । ଏଣୁ ଏହା କେମିତି ସମ୍ଭବ? ତେବେ ଜଣେ ପାକିସ୍ତାନୀ ଖେଳାଳି ଛାଡିବାକୁ ରାଜି…
Read More...

ଆଇପିଏଲରୁ ଅବସର ନେବେ ନାହିଁ ଧୋନି

ନୂଆଦିଲ୍ଲୀ: ସିଏସକେ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଆଇପିଏଲରୁ ଅବସର ନେବେ ନାହିଁ ମହେନ୍ଦ୍ର ସିଂ ଧୋନି । ଗତକାଲି ଚେନ୍ନାଇ ଆଇପିଏଲ ୨୦୨୩ର ବିଜୟ ମୁକୁଟ ପିନ୍ଧିଲା ପରେ ଆଗକୁ ୨୦୨୪ ଆଇପିଏଲ ଖେଳିବା ନେଇ ସଙ୍କେତ ଦେଇଛନ୍ତି ମାହି । ଷଷ୍ଠଥର ଟ୍ରଫି ହାତେଇବା ଲକ୍ଷ୍ୟରେ ଆସନ୍ତା ବର୍ଷ…
Read More...

ଗତକାଲି ଆଇପିଏଲ ମ୍ୟାଚରେ ଶୁବମନ୍ ଗିଲ୍‌ଙ୍କ ଜଲୱା ଦେଖିବାକୁ ମିଳିଥିଲା

ଗତକାଲି ଆଇପିଏଲ ମ୍ୟାଚରେ ଶୁବମନ୍ ଗିଲ୍‌ଙ୍କ ଜଲୱା ଦେଖିବାକୁ ମିଳିଥିଲା ।ଚଳିତ ଆଇପିଏଲ ସିଜନ୍ରେ ୩ଟି ଶତକ ମାରିଛନ୍ତି ଗିଲ୍ ।କ୍ୱାଲିଫାୟାର୍ ୨ ରେ ନିଜର ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ତିଆନ୍ସ ବିପକ୍ଷରେ ଦମଦାର ଶତକ ହାସଲ କରିଛନ୍ତି ଗିଲ ।ସେ ମାତ୍ର ୪୯ଟି ବଲ୍ରେ ଶତକ ହାସଲ…
Read More...

ଆଜି କ୍ୱାଲିଫାୟର -୨ରେ ମୁମ୍ବାଇ କୁ ଭେଟିବ ଗୁଜରାଟ

କିଏ ହାତେଇବ IPLଫାଇନାଲ ଟିକେଟ୍ ? ଗୁଜରାଟ ସୁପର ଜିଆଣ୍ଟ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଜି ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ଯିଏ ଏହି ମ୍ୟାଚରେ କ୍ୱାଲିଫାୟର କରିବ ସେ ଚେନ୍ନାଇ ସହ ଫାଇନାଲରେ ଖେଳିବ । ରବିବାର ଦିନ ନରେନ୍ଦ୍ର ମୋଦି ଷ୍ଟାଡିୟମରେ…
Read More...

ଧୋନିଙ୍କ ପାଇଁ ୫ ମିନିଟ ବନ୍ଦ ରହିଲା ମ୍ୟାଚ

ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗସ ଏବଂ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଇଥିବା ଆଇପିଏଲ ୨୦୨୩ର ପ୍ରଥମ କ୍ୱାଲିଫାୟର-୧ ମ୍ୟାଚ୍କୁ ୧୫ ରନ୍ରେ ହରାଇ ସିଧାସଳଖ ୧୦ ଥର ପାଇଁ ଫାଇନାଲର ଟିକେଟ ପକ୍କା କରିଛି ଚେନ୍ନାଇ। ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୭୨ ରନ୍ କରିଥିଲା ଚେନ୍ନାଇ। ଜବାବରେ…
Read More...

ପ୍ଲେଅଫ ପାଇଁ ପହଞ୍ଚିଲେ ୪ଟି ଟିମ

ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଚେନ୍ନାଇ ସୁପର କିଙ୍ଗ ଟିମ ଆଇପିଏଲ ଟିମ ଆଇପଏଲ ମ୍ୟାଚ ପ୍ଲେଅଫ୍ ଟିକେଟ ପକ୍କା କରିଛି ।ଏହା ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି ଚେନ୍ନାଇତା ସହ ପ୍ରଥମ କ୍ୱାଲିଫାୟର ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଆସନ୍ତା ୨୩ ତାରିଖରେ…
Read More...

ଧୋନି ଦେଲେ ଗାଭାସ୍କରଙ୍କ ଟି-ସାର୍ଟରେ ଅଟେଗ୍ରାଫ

ଚଳିତ ଆଇପିଏଲ କିଛି ନା କିଛି କଥାକୁ ନେଇ ଖେଳାଳୀ ହୁଅନ୍ତୁ କି ଟିମ ଚର୍ଚ୍ଚରେ ଅଛନ୍ତି ।ତେବେ ରବିବାର ଦିନ ଚିଦାମ୍ବରମ ଷ୍ଟାଡିୟମରେ ହୋଇଥିବା ମ୍ୟାଚ ଚେନ୍ନାଇ ହାରିବା ପରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ଧୋନି ଷ୍ଟାଡିୟମରେ ଚକ୍କର ମାରିଥିଲେ ଚେନ୍ନାଇ ଉପସ୍ଥିତ ଥିବା…
Read More...

ଘରୋଇ ପିଚରେ ଚେନ୍ନାଇକୁ ପରାସ୍ତ କଲା କୋଲକାତା

ଚେନ୍ନାଇ : ରବିବାର ଚେପକରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ କୁ ରୋକିଛି କୋଲକାତା ନାଇଟ ରାଇଡର୍ସ । ପ୍ଲେ ଅଫ୍ ଦ୍ୱାରରେ ଥିବା ଚେନ୍ନାଇକୁ ୬ ୱିକେଟରେ ପରାସ୍ତ କରିଛି କୋଲକାତା । ଚେନ୍ନାଇ ନିଜ ପିଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୪୪ ରନ୍ କରିଥିଲା । ଆଇପିଏଲର ଚଳିତ…
Read More...

ଗୁଜରାଟ ଟାଇଟନ୍ସକୁ ପରାସ୍ତ କରି ତୃତୀୟ ସ୍ଥାନକୁ ଉଠିଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ : ସୂର୍ୟ୍ୟକୁମାର ଯାଦବଙ୍କ ପ୍ରଥମ ଆଇପିଏଲ୍ ଶତକ ପରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେ ଅଫ୍ ଆଶା ପୁଣି ଥରେ ଉଜ୍ଜୀବିତ ହୋଇଛି। ୱାଙ୍ଖଡେ ଷ୍ଟାଡିୟମ୍ରେ ଶୁକ୍ରବାର ରାତିରେ ଶୀର୍ଷ ସ୍ଥାନରେ ସୁରକ୍ଷିତ ଥିବା ଗୁଜରାଟ ଟାଇଟନ୍ସକୁ ମୁମ୍ବାଇ ୨୭ ରନ୍ରେ ପରାସ୍ତ କରି ପଏଣ୍ଟ ଟେବୁଲ୍ର ତୃତୀୟ…
Read More...

ଆଇପିଏଲରେ ଆଚରଣବିଧି ଉଲଂଘନ ପାଇଁ ଜୋସ ବଟଲର୍ ଦଣ୍ଡିତ

କୋଲକାତା : ରାଜସ୍ଥାନ ରୟାଲ୍ସ ଟିମର ଖେଳାଳି ଜୋସ ବଟଲର୍ ଆଚରଣବିଧି ଉଲଂଘନ ପାଇଁ ଦଣ୍ଡିତ ହୋଇଛନ୍ତି । ଗୁରୁବାର ଖେଳାଯାଉଥିବା କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ଅମ୍ପାୟାରଙ୍କ ଆଉଟ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଥିବାରୁ ତାଙ୍କୁ ମ୍ୟାଚ ଫି’ର ୧୦ ପ୍ରତିଶତ ଜରିମାନା ଦଣ୍ଡ…
Read More...