୬ ୱିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ
ନୂଆଦିଲ୍ଲୀ : ସ୍ପିନର୍ଙ୍କ ଦ୍ବାରା ପ୍ରତ୍ୟାବର୍ତ୍ତନ କରିବା ପରେ କେଏଲ୍ ରାହୁଲଙ୍କ ଆକର୍ଷଣୀୟ ପାଳି (୫୩ ବଲ୍ରୁ ୯୩* ରନ୍, ୭ ଚୌକା, ୬ ଛକା) ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ୱିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ଏଥି ସହିତ ଏକମାତ୍ର ଅପରାଜିତ ଦିଲ୍ଲୀ…
Read More...
Read More...