Browsing Tag

IPL 2026

IPL 2026 ପୂର୍ବରୁ ନେଟ୍ସକୁ ଫେରିଛନ୍ତି ଧୋନି

ମହେନ୍ଦ୍ର ସିଂହ ଧୋନି ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2026 ସିଜିନ୍ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସର ଏହି ଆଇକନ୍ ଖେଳାଳି ଫ୍ରାଞ୍ଚାଇଜ ସହିତ ତାଙ୍କର 17ତମ ଅଭିଯାନ ପୂର୍ବରୁ ନେଟ୍ସକୁ ଫେରିଛନ୍ତି। ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ୍ ଆସୋସିଏସନ୍ ଦ୍ୱାରା ଏହାର…
Read More...

କାହିଁକି ବିଳମ୍ବ ହେଉଛି IPL 2026 ଶେଡ୍ୟୁଲ୍ ଘୋଷଣା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (IPL)ର ୧୯ତମ ସଂସ୍କରଣକୁ ନେଇ ଫ୍ୟାନ୍ସ ମାନଙ୍କ ଅପେକ୍ଷା ଜାରି ରହିଛି। ବିସିସିଆଇ (BCCI) ଦ୍ୱାରା ସମ୍ଭାବ୍ୟ ତାରିଖ ଘୋଷଣା ହୋଇଥିଲେ ମଧ୍ୟ, ଏପର୍ଯ୍ୟନ୍ତ ମ୍ୟାଚ୍ ଶେଡ୍ୟୁଲ୍ ଘୋଷିତ ହୋଇନାହିଁ। ପୂର୍ବରୁ ବୋର୍ଡ୍ କହିଥିଲା ଯେ IPL ୨୦୨୬ ୨୬…
Read More...

ଆଇପିଏଲ ଖେଳିବେ କଂଗ୍ରେସ ନେତା ପପ୍ପୁ ଯାଦବଙ୍କ ପୁଅ

ଆବୁଧାବିରେ ଅନୁଷ୍ଠିତ IPL 2026 ମିନି-ନିଲାମରେ କୋଲକାତା ନାଇଟ୍ ରାଇଡର୍ସ ଏକ ବ୍ୟସ୍ତବହୁଳ ଖେଳ ପ୍ରଦର୍ଶନ କରିଥିଲେ।  13 ଜଣ ନୂତନ ଖେଳାଳିଙ୍କ ସହିତ ସେମାନଙ୍କର ଦଳକୁ ମଜବୁତ କରିଥିଲେ । ଫ୍ରାଞ୍ଚାଇଜ୍ ବଡ଼ ଟଙ୍କା କିଣି ଶିରୋନାମା ପ୍ରସ୍ତୁତ କରିଥିଲେ ମଧ୍ୟ, କ୍ରିକେଟ ବାହାରେ ଗୋଟିଏ ନାମ…
Read More...

IPL-୨୦୨୬ ଖେଳାଳି ନିଲାମରେ ଉଡ଼ୁଛି ଟଙ୍କା, ଅଷ୍ଟ୍ରେଲୀୟ ଅଲରାଣ୍ଡର କାମେରୁନ ଗ୍ରୀନ୍‌ଙ୍କ ଦାମ୍‌ ୨୫ କୋଟି ୨୦ ଲକ୍ଷ

ନୂଆଦିଲ୍ଲୀ: IPL-୨୦୨୬ ଖେଳାଳି ନିଲାମରେ ଉଡ଼ୁଛି ଟଙ୍କା । ଅଷ୍ଟ୍ରେଲୀୟ ଅଲରାଣ୍ଡର ଗ୍ରୀନ୍‌ଙ୍କ ଦାମ୍‌ ୨୫ କୋଟି ୨୦ ଲକ୍ଷ । ଶ୍ରୀଲଙ୍କା ଦ୍ରୁତ ବୋଲର ପଥିରାଣାଙ୍କ ଦାମ୍ ବି ୧୮ କୋଟି । ଉଭୟଙ୍କୁ କିଣିଲା କୋଲକାତା ନାଇଟ୍‌ ରାଇଡର୍ସ । ଶ୍ରୀଲଙ୍କାର ହାସରଙ୍ଗାଙ୍କୁ ବେସ୍‌ ପ୍ରାଇସ୍‌ ୨…
Read More...

ଏଥର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ହିଁ ହେବ ଆଇପିଏଲ ୨୦୨୬

ଚିନ୍ନାସ୍ୱାମୀରେ ହିଁ ହେବ 2026 IPL । ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ ନହେବା ପର୍ଯ୍ୟନ୍ତ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବଡ଼ ସାର୍ବଜନୀନ ସମାବେଶ ନକରିବା ପାଇଁ ନ୍ୟାୟିକ କମିଶନଙ୍କ ସୁପାରିଶ ସତ୍ତ୍ୱେ, କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି ଯେ…
Read More...

ଆଇପିଏଲ ୨୦୨୬ ନିଲାମିରୁ ବାଦ ପଡିଲେ ମ୍ୟାକ୍ସୱେଲ, କଲେ ଭାବବିହ୍ୱଳ ପୋଷ୍ଟ

ଆଇପିଏଲ ୨୦୨୬ ନିଲାମୀ ପାଇଁ ୧୩୫୫ ଖେଲାଳି ନିଜ ନାମ ରେଜିଷ୍ଟ୍ରର କରିଛନ୍ତି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଏହି ଖେଳାଳିଙ୍କ ମଧ୍ୟରେ ଆଇପିଏଲରୁ ୯୨ କୋଟି ଟଙ୍କା କମାଇଥିବା ଖେଳାଳି ଗ୍ଲେନ ମ୍ୟାକ୍ସୱେଲଙ୍କ ନାମ ନାହିଁ । ଅଷ୍ଟ୍ରେଲିୟ ଷ୍ଟାର ମ୍ୟାକ୍ସୱେଲ୍ ଆଇପିଏଲ 2026…
Read More...

ସାମ୍ନାକୁ ଆସିଲା IPL ୨୦୨୬ ସମ୍ପୁର୍ଣ୍ଣ ସିଡ୍ୟୁଲ୍, ଏହି ଦିନ ଫାଇନାଲ୍

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା IPL ୨୦୨୬ ସମ୍ପୁର୍ଣ୍ଣ ସିଡ୍ୟୁଲ୍ । ଟୁର୍ଣ୍ଣାମେଣ୍ଟର ୧୯ତମ ସଂସ୍କରଣ ପାଇଁ ସମସ୍ତ ଦଳ ସେମାନଙ୍କର ରିଟେନସନ୍ ତାଲିକା ପ୍ରକାଶ କରିଥିବା ବେଳେ IPL ୨୦୨୬ର ସମ୍ପୁର୍ଣ୍ଣ ସିଡ୍ୟୁଲ୍ ଏବେ ଜଣାପଡି଼ଛି । ରିପୋର୍ଟ ଅନୁସାରେ, ଟି-୨୦ବିଶ୍ୱକପ୍ ୨୦୨୬ ଶେଷ ହେବାର ସାତ…
Read More...

IPL 2026: ବଡ଼ ଘୋଷଣା କଲା ରାଜସ୍ଥାନ ରୟାଲ୍ସ

IPL 2026: IPL ୨୦୨୬ ନିଲାମ ପୂର୍ବରୁ ରାଜସ୍ଥାନ ରୟାଲ୍ସର ବଡ଼ ଘୋଷଣା କରିଛି । ଦଳ ପାଇଁ ନୂତନ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି । ଟିମ୍ କୁମାର ସାଙ୍ଗାକାରଙ୍କୁ ସେମାନଙ୍କର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ନିଲାମ ପୂର୍ବରୁ, ଫ୍ରାଞ୍ଚାଇଜ୍ ମଧ୍ୟ IPL ଇତିହାସରେ…
Read More...