Browsing Tag

ipl-2025

ପଞ୍ଜାବ କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହାଇଭୋଲ୍ଟେଜ୍ ଟି-୨୦ ମୁକାବିଲା ଦେଖିବେ କ୍ରିକେଟ…

ଅହମ୍ମଦାବାଦ-: ଆଜି ଆଇପିଏଲର ଫାଇନାଲ ଫାଇଟ୍‌ । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପ୍ରଥମ କରି ନୂଆ ଟିମକୁ ମିଳିବ ଆଇପିଏଲ ମୁକୁଟ । ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯିବ । ଉଭୟ ଟିମ ପୂର୍ବରୁ ଚାମ୍ପିୟନ ହୋଇ ନ ଥିବାରୁ ଏଥର…
Read More...

୯ ବର୍ଷ ପରେ ଆଇପିଏଲ୍ ଫାଇନାଲ୍ ଖେଳିବ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ନୂଆଦିଲ୍ଲୀ-: ୯ ବର୍ଷ ପରେ ଆଇପିଏଲ୍ ଫାଇନାଲ୍ ଖେଳିବ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)। ଗୁରୁବାର କ୍ବାଲିଫାୟାର୍-୧ରେ ଆର୍‌ସିବି ଏକତରଫା ଭାବେ ୮ ୱିକେଟ୍‌ରେ ଲିଗ୍ ଟପ୍ସର ପଞ୍ଜାବ କିଙ୍ଗୁକୁ ପରାସ୍ତ କରିଛି । ମୋଟ ଉପରେ ଆର୍‌ସିବି ଚତୁର୍ଥ ଥର ଫାଇନାଲ୍ ଖେଳିବ ।…
Read More...

ଆଜିଠାରୁ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ କ୍ଵାଲିଫାୟର ମ୍ୟାଚ ଆରମ୍ଭ ହେବ

ପଞ୍ଜାବ-: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ଅନ୍ତିମ ଚରଣରେ ପହଞ୍ଚିଛି । ସମସ୍ତ ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଆଜିଠାରୁ କ୍ଵାଲିଫାୟର ମ୍ୟାଚ ଆରମ୍ଭ ହେବ । ପଏଣ୍ଟ ଟେବୁଲର ପ୍ରଥମ ଦୁଇ ସ୍ଥାନରେ ଥିବା ପଞ୍ଜାବ କିଙ୍ଗ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ କ୍ବାଲିଫାୟର-୧…
Read More...

ପ୍ଲେ ଅଫ୍‌ରେ ଗୁଜରାଟ ସହ ବେଙ୍ଗାଲୁରୁ, ପଞ୍ଜାବ

ନୂଆଦିଲ୍ଲୀ-: ଆଇପିଏଲ୍‌ର ଏକ ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ରବିବାର ଗୁଜରାଟ ଟାଇଟନ୍ସ ଧମାକାଦାର କ୍ରିକେଟ୍ ଖେଳି ୧୦ ୱିକେଟ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ପରାସ୍ତ କରିଛି । ଏହି ବିଜୟ ପରେ ଗୁଜରାଟ ସହ ରୟାଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସକୁ ମଧ୍ୟ ପ୍ଲେ ଅଫ୍‌କୁ…
Read More...

ପଞ୍ଜାବକୁ ଅଟକାଇ ପାରିବକି ଚେନ୍ନାଇ ?

ଚଣ୍ଡିଗଡ଼-: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଚଳିତ ସଂସ୍କରଣର, ୨୨ ତମ ମ୍ୟାଚରେ ସାମ୍ନାସାମ୍ନି ହେବେ ପଞ୍ଜାବ କିଙ୍ଗ୍ସ (PBKS) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (CSK) । ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ସନ୍ଧ୍ୟା ୭:୩୦ରେ ଚଣ୍ଡିଗଡ଼ରେ ଖେଳାଯିବ । ପଞ୍ଜାବ କିଙ୍ଗ୍ସ ଚଳିତ ସିଜନରେ ଏପର୍ଯ୍ୟନ୍ତ ୩ଟି…
Read More...

ଉଭୟ ଦଳ ବିଜୟ ଧାରାକୁ ଫେରିବା ନେଇ ପଡିଆକୁ ଓହ୍ଲାଇବେ

ମୁମ୍ବାଇ -:  ୱାଙ୍ଖଡେ ଷ୍ଟାଡ଼ିୟମରେ  ଆଜି ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୫ର ୨୦ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ । ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଭାରତୀୟ ଦଳର ଦୁଇ ସୁପରଷ୍ଟାର ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ପରସ୍ପର…
Read More...

ଇଶାନ୍ତ ଶର୍ମାଙ୍କ ଉପରେ ୨୫% ଜରିମାନା ଲଗାଇଲା ବିସିସିଆଇ

ନୂଆଦିଲ୍ଲୀ: ରବିବାର ରାତିରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ତାଙ୍କ ଦଳ ଗୁଜରାଟ ଟାଇଟାନ୍ସ ବିଜୟ ସମୟରେ ଆଇପିଏଲ ଆଚରଣ ସଂହିତା ଉଲ୍ଲଂଘନ କରିଥିବାରୁ ଇଶାନ୍ତ ଶର୍ମାଙ୍କୁ ତାଙ୍କ ମ୍ୟାଚ୍ ଫି ର ୨୫ ପ୍ରତିଶତ ଜରିମାନା କରାଯାଇଛି ଏବଂ ତାଙ୍କ ଶୃଙ୍ଖଳାଗତ ରେକର୍ଡରେ ଏକ ଡିମେରିଟ୍ ପଏଣ୍ଟ…
Read More...

ପାଣ୍ଡ୍ୟାଙ୍କ ଘାତକ ବୋଲିଂ ସତ୍ୱେ ହାରିଲା ମୁମ୍ବାଇ

ବ୍ୟୁରୋ-: ଘରୋଇ ଗ୍ରାଉଣ୍ଡରେ ଚମକିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ । ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସଂସ୍କରଣର ୧୬ତମ ମ୍ୟାଚରେ ମୁମ୍ବାଇକୁ ୧୨ ରନରେ ପରାସ୍ତ କଲା ଏଲଏସଜି । ସନ୍ତୁଳିତ ବୋଲିଂ ଯୋଗୁ ଆଇପିଏଲରେ ଦ୍ବିତୀୟ ବିଜୟ ହାସଲ କରିବାରେ ସଫଳ ହୋଇଛି ଲକ୍ଷ୍ନୌ । କାମ ଦେଲା ମିଚେଲ ମାର୍ଶ ଓ…
Read More...

ବିସିସିଆଇ ପକ୍ଷରୁ ପ୍ରକାଶ ପାଇଲା ଆଇପିଏଲ୍ – ୨୦୨୫ର କାର୍ଯ୍ୟସୂଚୀ

ବ୍ୟୁରୋ : ଈଉଉଓ (ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ) ପକ୍ଷରୁ ରବିବାର ଇଣ୍ଡିଆନ୍ ପ୍ରିମିୟର ଲିଗ୍ – ୨୦୨୫ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଆଇପିଏଲ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇ ମେ ୨୫ ଯାଏଁ ଖେଳାଯିବ। ଏଥର ୬୫ ଦିନରେ ୧୩ଟି ଭେନ୍ୟୁ(ସ୍ଥାନ) ରେ ମୋଟ ୭୪ଟି ମ୍ୟାଚ ଖେଳାଯିବ। ଉଦ୍ଘାଟନୀ…
Read More...