Browsing Tag

IPL 2023

ମୁହାଁ ମୁହିଁ ହେବେ କେଏଲ ରାହୁଲ ଓ ଏଦେନ ମାରକ୍ରମ

ଲକ୍ଷେ୍ନøର ଅଧିନାୟକ କେଏଲ ରାହୁଲଙ୍କ ନେତୃତ୍ୱରେ ଦୁିଟି ମ୍ୟାଚ ଖେଳିଥିବା ବେଳେ ଗୋଟିଏ ଜିତିଛି ଅନ୍ୟ ଗୋଟେ ପରାସ୍ତ ହୋଇଛି । । ସନରାଇଜର ହାଇଦ୍ରାବାଦର ପ୍ରଥମ ମ୍ୟାଚରେ ମାକ୍ରମଙ୍କ ଅନୁପସ୍ଥିତ ଥିବାରୁ ଏହାର ନେତୃତ୍ୱ ନେଇଥିଲେ ଭୁବନେଶ୍ୱର କୁମାର ।ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ…
Read More...

ହୋମ ଗ୍ରାଉଣ୍ଡରେ ମ୍ୟାଚ ଜିତିଲା କେକେଆର

କୋଲକାତା :  କାଲି ଆଇପିଏଲର ନବମ ମ୍ୟାଚ ଅନୁଷ୍ଟିତ ହୋଇଥିବା ବେଳେ କୋଲକାତା ନାଇଟ୍ ରାଇଡର ୮୧ ରନରେ ବିଜୟ ହାସଲ କରିଛନ୍ତିି । ରୟାଲ ଚ୍ୟାଲେଞ୍ଜଓ ବାଙ୍ଗାଲୋଣ ଟସ ଜିତି ବାଙ୍ଗାଲୋର ବୋଲିଙ୍ଗ କରିବା ନିଷ୍ପତି ନେଇଥିଲେ । ପ୍ରଥମେ କୋଲକାତା ବ୍ୟାଟିଙ୍ଗକରି କରି ୨୦୪ କରିଥିଲେ । ଏହି ମ୍ୟାଚ…
Read More...

ଆଇପିଏଲରେ ଦମଦାର ପ୍ରଦର୍ଶନ କରିବେ ଓଡିଆ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଆଇପିଏଲ ମହାକୁମ୍ଭ । ଯେଉଁଥିରେ ଓଡିଆଙ୍କ ଦେଖିବାକୁ ମିଳିବ ଝଲକ । ଏହି ନୂଆ ସଂସ୍କରଣର ପ୍ରଥମ ଦିବସରେ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ) ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଆଜି ଉଦ୍ଘାଟନୀ ମୁକାବିଲା ହେବ। ୧୦ଟି ଟିମ ଭିତରେ ଲାଗିବ ଟକ୍କର । ଦେଶର ୧୨ଟି…
Read More...