Browsing Tag

IPL 2023

ବିରାଟ- ଗୌତମଙ୍କୁ ଅଧିକ ଦଣ୍ଡ ମିଳୁ

ରବିବାର ମ୍ୟାଚରେ ଲକ୍ଷେ୍ନø ସୁପର ଜିଆଣ୍ଟ ଓ ରୋୟାଲ ଚ୍ୟାଲେଞ୍ଜର ବ୍ୟଙ୍ଗଲୋର ମଧ୍ୟରେ ହୋଇଥିବା ମ୍ୟଚରେ ଆରସିବି ଜିତିଥିଲା । ଜିତିବା ପରେ ପରମ୍ପରା ରହିଛ ଦୁଇଟି ଟିମ ପରସ୍ପରକୁ ହାତ ମେଳାଇବେ । ଠିକ ସେତିବି ବେଳେ ବିରାଟ କୋହଲୀ ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଉତ୍ତେଜନ୍ନା ମୂଳକ କଥା କଟାକଟି…
Read More...

ଧୋନି ଫ୍ୟାନଙ୍କ ପାଇଁ ଖୁସିଖବର

ଧୋନଙ୍କ ଷ୍ଟାଇଲ ହେଉ କିମ୍ବା ତାଙ୍କର ପଡିଆ ଭିତରେ ଖେଳିବାର ଅନ୍ଦାଜ ଏହି ସବୁ ପାଇଁ ସବୁବେଳେ ଚର୍ଚ୍ଚରେ ରୁହନ୍ତି । ତେବେ ଆଜିର ମ୍ୟାଚରେ ଧୋନୀ ଫ୍ୟାନ ଓ ଚେନ୍ନାଇ ସୁପର କିଙ୍ଗ ଫ୍ୟାନ ମାନଙ୍କ ପାଇଁ ଖୁସି ଖବର ଦେଇଛନ୍ତି । ଏଥର ଆଇପିଏଲ୍ ଧୋନୀଙ୍କ ଶେଷ ଆଇପିଏଲ୍ ନୁହେଁ ବୋଲି ନିଜେ…
Read More...

ବର୍ଷାପାଇଁ ସ୍ଥଗିତ ରହିଲା ମ୍ୟାଚ

ଆଜିର ଆଇପିଏଲ ମ୍ୟାଚରେ ଅଟଲ ବିହାରୀ ବାଜପାଇ ଷ୍ଟାଡିୟମରେ ଚେନ୍ନାଇ ଓ ଲକ୍ଷ୍ନୌ  ମଧ୍ୟ ରେ ମ୍ୟାଚ ଅନୁଷ୍ଠିତ ହେଉଛି । ଯେଉଁଠାରେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଙ୍ଗ କରିବାକୁ ନିସ୍ପତି ନେିଇଥିଲା । ଲକ୍ଷ୍ନୌ  ଏବେଯାଏ ୧୯ ଓଭରରେ ୧୨୫ରନ କରିଥିବା ବେଳେ ବାର୍ଷା ପାଇଁ ମଞାଚ ସ୍ଥଗିତ ରହିଛି…
Read More...

ଆଇପିଏଲରୁ ବାଦ ପଡିଲେ କେ ଏଲ ରାହୁଲ

ଲକ୍ଷ୍ନୌ ସୁପର ଜାଏଣ୍ଟର ଅଧିନାୟକ କେ ଏଲ ରାହୁଲ ଆଇପିଏଳରୁ ବାଦ ବଡିଛନ୍ତି । ବ୍ୟାଙ୍ଗଲୋର ବିପକ୍ଷରେ ଖେଳିଥିବା ମ୍ୟାଚ ସମୟରେ ରାହୁଲଙ୍କୁ ଡାହାଣ ଜଙ୍ଘରେ ଆଘାତ ଲାଗିଛି । ତେଣୁ ସେ ଆଇପିଏଲ ମ୍ୟାଚ ଖେଳିପାରିବେ ନାହିଁ । ବିସିସିଆଇ ଓ ମେଡିକାଲ ଟିମ ଦ୍ୱାରା ଏହି ନିର୍ଣ୍ଣୟ ନେଇଛନ୍ତି । ଜୁନ…
Read More...

ଦିନେ ଗୁପ୍ଚୁପ୍ ବିକୁ ଥିଲେ ଆଜି ସଫଳ କ୍ରିକେଟର

ନୂଆଦିଲ୍ଲୀ: କ୍ରିକେଟର ଯଶସ୍ୱୀ ଜୈସୱାଲଙ୍କ ଖେଳକୁ ଦେଖି ଲୋକେ ପ୍ରଶଂସା କରିଛନ୍ତି। ଯଶସ୍ୱୀ ରବିବାର ଆଇପିଏଲର ୧୦୦୦ତମ ମ୍ୟାଚ୍ରେ ନିଜର ଜଲୱା ଦେଖାଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ନିଜ ଆଇପିଏଲ କ୍ୟାରିୟରର ପ୍ରଥମ ଶତକ ହାସଲ କରି ସମସ୍ତଙ୍କୁ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି…
Read More...

ଶୁଭମନ୍-ଇସାନ ପରସ୍ପରକୁ ଚାପୁଡା ମାରିଲେ ।

ଭାରତୀୟ କ୍ରିକେଟ ଟିମରେ ଶୁଭମନ ଗିଲ ଓ ଇସାନ କିଶାନ ଉଭୟ ଭଲ ଖେଳାଳୀ ଭାବେ ଫିଲ୍ଡରେ ପଡ଼ିଆରେ ସେମାନଙ୍କ ଭଲ ପରଫରର୍ମାନ୍ସ ଦେଖିବାକୁ ମିଳିଥାଏ ।ପଡିଆରେ ଉଭୟ ପ୍ରତିଯୋଗୀ ହୋଇଥିଲେ ମଧ୍ୟ ସେମାନେ ପରସ୍ପରର ଭଲ ବନ୍ଧୁ ।ଏମାନଙ୍କର ଏହି ବନ୍ଧୁତ୍ୱ ଖାଲି ଫିଲ୍ଡରେ ନୁହେଁ ବାହାରେ ମଧ୍ୟ ଦେଖିବାକୁ…
Read More...

ଟିମକୁ ଫେରିଲେ ଶର୍ଦ୍ଦୁଲ ଠାକୁର

ସୁସ୍ଥ ହୋଇ ଟିମକୁ ଫେରୁଛନ୍ତି ଷ୍ଟାର ଅଲରାଉଣ୍ଡର ଶର୍ଦ୍ଦୁଲ ଠାକୁର । କୋଲକତା ନାଇଟ ରାଇଡର୍ସ ପାଇଁ ଖୁସି ଖବର ।୧୬ ତାରିଖ ଆଇପିଏଲ ଆରମ୍ଭରୁ ଟିମରୁ ବାଦ୍ ପଡିଥିଲେ ଶର୍ଦ୍ଦୁଲ । ସଂପୂର୍ଣ୍ଣ ଭାବେ ଫିଟ ହୋଇ ଟିମକୁ ଫେରିଛନ୍ତି ଶାର୍ଦ୍ଦୁଳ । ଗୁଜରାଟ ଟାଇଟନ୍ସ ଏବଂ କେକେଆର ଖେଳାଯିବାକୁ ଥିବା…
Read More...

ଲକ୍ଷ୍ନୌର ସର୍ବୋଚ୍ଚ ସ୍କୋର

ଗତକାଲି ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଲକ୍ଷ୍ନୌର  ସର୍ବୋଚ୍ଚ ସ୍କେର କରି ଜିତିଛି ।ମ୍ୟାଚ୍ରେ ଚୌକା, ଛକା ବର୍ଷା କରି ଲକ୍ଷ୍ନୌ ୨୫୭/୫ ସ୍କୋର କରିଥିଲା। ଲକ୍ଷ୍ନୌ ପାଳିରେ ୨୭ ଚୌକା ଓ ୧୪ ଛକା ସାମିଲ ଥିଲା।ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପଞ୍ଜାବ…
Read More...

ରାଜସ୍ଥାନ ଠାରୁ ପରାସ୍ତ ହେଲା ଚେନ୍ନାଇ

ଚଳିତ ଆଇପିଏଲରେ ରାଜସ୍ଥାନ ରୋୟାଲଠାରୁ ଚେନ୍ନାଇ ୩୨ରନରେ ହାରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ରାଜସ୍ଥାନ ଯଶସ୍ବୀ ଜୟସ୍ବାଲଙ୍କ ଦ୍ରୁତ ଅର୍ଦ୍ଧଶତକ ସାଙ୍ଗକୁ ନିମ୍ନକ୍ରମରେ ଧଅୁବ ଜୁରେଲ ଓ ଦେବଦତ୍ତ ପଡ଼ିକଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୨୦୨/୫ କରିଥିଲା। ଜବାବରେ ସିଏସ୍କେ ପାଳି…
Read More...

ଟିମ ଉପରେ ବର୍ଷିଲେ ବିରାଟ

କୋଲକାତା ଚାରୋଟି ମ୍ୟାଚହାରିବା ପରେ ଗତକାଲି ବାଙ୍ଗଲୋର ବିପକ୍ଷରେ ହୋଇଥିବା ମ୍ୟାଚରେ କୋଲକାତା ପ୍ରଥମ ବିଜୟ ହାସଲ କରିଛି ।ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଲା ଯାଇଥିଲା । ଗତକାଲି ଅରସିବିକୁ ଜିତିବାକୁ ୨୦୦ ରନ ଆବଶ୍ୟକ ଥିବା ବେଳେ ମାତ୍ର ୧୭୯ ରନ କରିଥିଲେ । ଗତ…
Read More...